କଂଗ୍ରେସ ଦଳର କର୍ମୀମାନେ ଗାତକୁ ପୋତି ରାସ୍ତା ତିଆରି କଲେ : ରାଜଗାଙ୍ଗପୁର

ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ଇନ୍ଦ୍ରlଛକ ସଂଲଗ୍ନ ସରକାରୀ ଚିକିତ୍ସାଳୟକୁ ଯିବାକୁ ରାସ୍ତାରେ ଏକ ବିରାଟ ଗାତ ହୋଇ ଲୋକଙ୍କର ଯିବା ଆସିବାରେ ବହୁ ଅସୁବିଧା ହେଉଥିଲା । ସ୍ଥାନୀୟ ବାସିନ୍ଦା ବ୍ଲକ ଓ ଏନଏଚ ବିଭାଗକୁ ଲିଖିତ ଆକାରରେ ଦେବା ପରେ ମଧ୍ୟ କୋଣସି ସୁଫଳ ମିଳିନଥିଲା l ତେବେ ବାଧ୍ୟ ହୋଇ କଂଗ୍ରେସ ଦଳର କର୍ମକର୍ତ୍ତାମାନେ ଏହି ଗାତକୁ ଚିପ୍ସ ଓ ସିମେଣ୍ଟ ଦେଇ ରାସ୍ତାକୁ କଂକ୍ରିଟ କରି ଜନ ସାଧାରଣଙ୍କ ଚଳl ଚଳ ପାଇଁ ସୁବିଧା କରିଥିଲେ l କଂଗ୍ରେସ କର୍ମୀ ମାନଙ୍କର ଏହି କାର୍ଯ୍ୟକୁ ଦେଖି ସ୍ଥାନୀୟ ବୁଦ୍ଧୀଯିବି ମହଲ ସାଧୁବାଦ ଜଣାଇଥିଲେ l

ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀରୁ ରଞ୍ଜିତ କୁମାର ରାଉତଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here