ମାଙ୍କଡ କରୁଛନ୍ତି ଘୋର ଉପଦ୍ରବ :

ସୁନ୍ଦରଗଡ ବଡ଼ଗାଁ ଥାନା ଅନ୍ତର୍ଗତ ଫୁଲବାରି ଗ୍ରାମ ପଞ୍ଚୟତର କୁରେଇବଗା ଗ୍ରାମ ରେ ସହସହ ମାଙ୍କଡ ଉପଦ୍ରବ । କୁରେଇବଗାରେ ପ୍ରତେକ ଘରର ସବୁ ଖପରକୁ ମାଙ୍କଡ ମାନେ ଭାଙ୍ଗି ଦେଉଛନ୍ତି । ଡଡସହିତ ସ୍ଥାନୀୟ ଚାଷି କରିଥିବା ପନିପରିବା ଚାଷ କୁ ନଷ୍ଟ କରିଦେଉଛନ୍ତି ବୋଲି କୁରେଇବଗା ଗ୍ରାମର ପରିବା ଚାଷିଙ୍କ ମୁଣ୍ଡରେ ଘୋର ଚିନ୍ତା । ଏହି ବିଷୟରେ ବନବିଭାଗକୁ ବାରମ୍ବର ଜଣାଇଲା ପରେବି କୌଣସି ସୁଫଳ ମିଳୁନି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଓଲଟା ବନବିଭାଗ ଆମେ କିଛି କରିପାରିବୁ ନାହିଁ ବୋଲି କହୁଛନ୍ତି । ପ୍ରସାଶନଙ୍କୁ କୁରେଇବଗା ଗ୍ରାମ ବାସୀ ଏହାର ପ୍ରତିକାର କରିବା ପାଇଁ ଲିଖିତ ଅନୁରୋଧ କରିଛନ୍ତି । ନଚେତ ଆଗାମି ଦିନରେ ଗ୍ରାମବାସୀ ରାଜରାସ୍ତା କୁ ଓହ୍ଲାଇବେ ବୋଲି ଚେତାବନି ଦେଇଛନ୍ତି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here