ପୁରୀ ପୌରପାଳିକା ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାସ ଙ୍କ ବାର୍ତ୍ତା

ୱାର୍ଡ ଗୁଡିକରେ ଶ୍ରୀ ମନ୍ଦିର ଦର୍ଶନ ନିମନ୍ତେ ଘରେ ଘରେ ସ୍ଵଛ ସାଥି ଓ ସ୍ଵଛ ସୁପରଭାଇସର୍ ଙ୍କ ଦ୍ୱାରା ଟୋକେନ ସ୍ଲିପ ବଣ୍ଟନ ଚାଲିଛି I ଆସନ୍ତା କାଲି କିମ୍ବା ନିର୍ଦ୍ଧାରିତ ତାରିଖ ଦିନ ସୁଦ୍ଧା ନିର୍ଦ୍ଧାରିତ ୱାର୍ଡ ପାଇଁ ଯଦି କେହି ସ୍ଲିପ ପାଇ ନାହାନ୍ତି , ତାହା ହେଲେ ଦର୍ଶନ ପାଇଁ ନିର୍ଦ୍ଧାରିତ ତାରିଖ ଦିନ ଅଧ ଘଣ୍ଟା ପୂର୍ବ ରୁ ଜଗନ୍ନାଥ ବଲ୍ଳଭ ଠାରେ ଖୋଲା ଯାଇଥିବା ଟୋକେନ କାଉଣ୍ଟର ରୁ ନିଜର ଟୋକେନ ନେଇ ପାରିବେ I ନିର୍ଦ୍ଧାରିତ ଦର୍ଶନ ର ତାରିଖ କୁ ଅନ୍ୟ କୌଣସି ଦିନ ଓ ସମୟ କୁ ପରିବର୍ତନ କରା ଯାଇ ପାରିବ ନାହିଁ I
ଜଗନ୍ନାଥ ବଲ୍ଳଭ ଠାରେ ଏହି ଟୋକେନ କାଉଣ୍ଟର ବ୍ୟବସ୍ତା ଆସନ୍ତା କାଲି ଠାରୁ ୩୧ ଡିସମ୍ବର ପର୍ଯ୍ୟନ୍ତ ଚାଲିବ I

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here