ବିଜୁ ଜନତା ଦଳ ୨୪ତମ ପ୍ରତିଷ୍ଠା ଦିବସ:

ଲୋକଙ୍କ ସେବା ପାଇଁ ସଂକଳ୍ପବଦ୍ଧ ବିଜୁବାବୁଙ୍କ ନୀତି, ଆଦର୍ଶରେ ଅନୁପ୍ରାଣିତ ବିଜୁ ଜନତା ଦଳ ସଭାପତି ଶ୍ରୀ @Naveen_Odisha ଙ୍କ ଦୃଢ଼ ନେତୃତ୍ୱ, ଆପଣଙ୍କ ଆଶୀର୍ବାଦ ଓ ଦଳୀୟ କର୍ମୀଙ୍କ ନିଷ୍ଠାପର ଉଦ୍ୟମରେ ଦେଶର ଏକ ଶ୍ରେଷ୍ଠ ଆଞ୍ଚଳିକ ଦଳ ହୋଇପାରିଛି। ୨୪ତମ ପ୍ରତିଷ୍ଠା ଦିବସରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। #BJDFoundationDay

https://fb.watch/2CzJb3cP-u/

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here