କରୋନା ସଚେତନତା ରଥର ଶୁଭାରମ୍ଭ : ଜଗତସିଂହପୁର

ଜଗତସିଂହପୁର ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ,ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ୟୁନିସେଫ ମିଳିତ ସହାୟତାରେ କୋଭିଡି ସଚେତନତା ରଥ ସାରା ଜିଲା ପରିକ୍ରମା କରିବ।ଆଜି ଜଗତସିଂହପୁର ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ପୌର କାର୍ଯ୍ୟାଳୟ ସମ୍ମୁଖରେ କୂତାମଚଣ୍ଡୀ ସଂକୀର୍ତନ କଳାକାର ମାନଙ୍କ ଦ୍ୱାରା କୋଭିଡ ସଚେତନତା କରାଯିବା ସହ ରଥର ଶୁଭାରମ୍ଭ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ସୂଚନା ଲୋକସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ, କବିତା ମୁର୍ମୁ,ଦିବାକର ପାତ୍ର,ଶାନ୍ତନୁ ସାହୂ,ମିର୍ଜା ଜାଫର ବେଗ,ଜିଲା କଳା ସଂସ୍କୃତି ସଂଘର ଉପସଭାପତି ଅଭୀମନ୍ୟୁ ନାୟକ,କୂତାମଚଣ୍ଡୀ ସଂକୀର୍ତ୍ତନ ମଣ୍ଡଳୀ ର ପରିଚାଳକ ନାରାୟଣ ସାହୁ ଓ ସାଥୀ ପ୍ରମୂଖ ଜନସଧାରଣ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଜଗତସିଂହପୁର ଜିଲାରୁ ଜିଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here