ସେତୁ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବା ପାଇଁଁ ଯୋଜନା : ପୁରୀ

ପ୍ରତାପ ପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତର ମାଳସାହି ରୁ ବିରବଳଭଦ୍ରପୁର ଗ୍ରାମପଞ୍ଚାୟତ କୁ ସଞ୍ଜୋଗ କରୁଥିବା ଭାର୍ଗବୀ ନଦୀ ଉପରେ ମାଳସାହି ଠାରେ ନିର୍ମାଣାଧୀନ ସେତୁ କାର୍ଯ୍ୟ ଶିଘ୍ର ପୂର୍ଣ୍ଣାଙ୍ଗ କରିବା ପାଇଁଁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ,ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ସୁଶାନ୍ତ କୁମାର ରଥ, ଅଧିକ୍ଷଣ ଯନ୍ତ୍ରୀ ଚିନ୍ମୟ ରଞ୍ଜନ ରାଉତ ଓ ନିର୍ବାହୀ ଯନ୍ତ୍ରୀ ଭଗବାନ ଦାସଙ୍କ ସହିତ ଆଲୋଚନା କରିଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here