ପାନୀୟ ଜଳ ପକଳ୍ପ ଠପ : ରାଜଗାଙ୍ଗପୁର

ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ମାଲେଡି ପଞ୍ଚାୟତ ଛପ୍ରପଡା ରେ ବସ୍ତିରେ ଥିବା ପାନୀୟ ଜଳ ପକଳ୍ପ ବ୍ୟବସ୍ତା ଖତ ଖାଉଛି l ଗ୍ରାମ ବାସୀଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ତିଆରି ହୋଇ ଥିବା ପକଳ୍ପରେ ଟାଙ୍କି ବସାଯାଇଛି ପାଇପ ସଂଯୋଗ ହେlଇଛି କିନ୍ତୁ କେହି ପାଣି ମୁନ୍ଧାଏ ପାଉନାହାନ୍ତି l ପଞ୍ଚାୟତ ତରଫରୁ ସୋଲାର ପକଳ୍ପ ଜରିଆରେ ପାନୀୟ ଜଳ ବ୍ୟବସ୍ତା ସମ୍ପୂର୍ଣ ଭାବେ ଠପ ହୋଇ ପଡି ରହିଛି ଗ୍ରାମ ବାସି ଯେତେ ଅଭିଯୋଗ କଲେ ଭି ପଞ୍ଚାୟତ ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉ ନ ଥିବା ନେଇ ଘୋର ଅଭିଯୋଗ ହେଉଛି l

ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀରୁ ରଞ୍ଜିତ କୁମାର ରାଉତଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here