ଅବକାରୀ ବିଭାଗର ଚଢ଼ାଉ ମଦ ଜବତ ସହ ୬ ଗିରଫ :ସମ୍ବଲପୁର

ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଚଢ଼ାଉ କରି ୬ ଜଣକୁ ଗିରଫ କରିବା ସହ ୧୦୭ ଲିଟର ମହୁଲି ମଦ ୧୮୦ କେଜି ପାଉଚ ମଦ ଜବତ କରିବା ସହ ୪୦୦୦ ହଜାର କେଜି ମହୁଲ ପୋଚ ନଷ୍ଟ କରିଥିଲେ ସମ୍ବଲପୁର ଶାଖାର ଅବକାରୀ ଗୋଇନ୍ଦା ବିଭାଗ ଓ ରାଜଗାଙ୍ଗପୁର ଅବକାରୀ ବିଭାଗର ଅଧିକାରୀ ଓ ସହ କର୍ମୀମାନେ ଏଇ ଚଢ଼ାଉରେ ସାମିଲ ଥିଲେ ଆଗକୁ ମଧ୍ୟ ଏହି ଚଢ଼ାଉ ଜାରି ରହିବ ବୋଲି ଅବକାରୀ ଗୋଇନ୍ଦା ଅଧିକାରୀ ମତବ୍ୟକ୍ତ କରିଥିଲେ l ମଦ ଜବତ ସମୟରେ ମଦ ପାଇଁ ବ୍ୟବହୁତ ସିଲଭର ହାଣ୍ଡି ବଡ ବଡ ଡ୍ରମ ଜବତ ହୋଇଥିଲା ଏନେଇ ଅବକାରୀ କାର୍ଯ୍ୟଳୟରେ ୬ଟି ମାମଲା ରୁଜୁ ହୋଇଥିବା ଜଣା ପଡିଛି l

ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀରୁ ରଞ୍ଜିତ କୁମାର ରାଉତଙ୍କ ରିପୋର୍ଟ l

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here