ରାଜନଗରର ନଳଦିଆ ଗ୍ରାମର ଏକ ଦଳ ପୋଖରୀରୁ ୮ଫୁଟ୍ ଲମ୍ବର କୁମ୍ଭୀର ଉଦ୍ଧାର : କେନ୍ଦ୍ରାପଡ଼ା

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ଓସ୍ତିଆ ପଂଚାୟତର ନଳଦିଆ ଗାଁ ପରିସରରେ ଥିବା ସ୍କୁଲପାଖ ଦଳ ପୋଖରୀରୁ ଏକ ଆଠ ଫୁଟର ଲମ୍ବର କୁମ୍ଭୀର ଉଦ୍ଧାର କରାଯାଇଛି ! ଏହି କୁମ୍ଭୀରକୁ ବନବିଭାଗର ଫରେଷ୍ଟର ମହନ୍ତ କୁମାର ମଳିକ, ଫରେଷ୍ଟ ଗାର୍ଡ ଅଭିମନ୍ୟୁ ତରାଇ ଦିର୍ଘ ଘଣ୍ଟା ଅପ୍ରେସନ ପରେ ଉଦ୍ଧାର କରିଥିଲେ ! ଏହି କୁମ୍ଭୀରକୁ ବାଉଁଶଗଡ଼ ନଦୀରେ ଛଡ଼ାଯିବ ବୋଲି ବନବିଭାଗର ଫରେଷ୍ଟର ମହନ୍ତ କୁମାର ମଳିକ ସୂଚନା ଦେଇଛନ୍ତି । ଏହି କୁମ୍ଭୀରକୁ ଦେଖିବାକୁ ପଞ୍ଚାୟତର ସମସ୍ତ ଲୋକ ଏକାଠି ହୋଇଥିବା ଦେଖିବାକୁ ମିଳିଥିଲା ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here