୫ ଦିନିଆ ସାଇବର କ୍ରାଇମ ତାଲିମ କାର୍ଯ୍ୟକମ :

ରାଉରକେଲା ସ୍ଥିତ ଏସକେ ଡିଏଭି ପଲିଟେକନିକ୍ କଲେଜରେ ଆୟୋଜିତ ହୋଇଥିଲା ୫ ଦିନିଆ ସାଇବର କ୍ରାଇମ ତାଲିମ କାର୍ଯ୍ୟକ୍ରମ । ଉକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲlନ l ଡ଼ିଆଇଜିଙ୍କ ସମେତ ରାଉରକେଲା ଏସ ପି କେ ଶିବା ସୁବ୍ରମଣିଙ୍କଙ୍କ ଉପସ୍ଥିତ ରେ ହାଇଦ୍ରାବାଦରୁ ଆସିଥିବl ସାଇବର ଏକ୍ସପର୍ଟ କେନ୍ଦୁଝର , ଦେବଗଡ , ଓ ସୁନ୍ଦରଗଡ଼ ଜିଲ୍ଲାର ପୋଲିଶ ଅଧିକାରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ତାଲିମ ଶିବିରରେ ବହୁ ସଂଖ୍ୟାରେ ଯୋଗ ଦେଇ ପୋଲିଶ ଅଧିକାରୀ ଗଣ ଉଚିତ ଭାବେ ତାଲିମ ଗ୍ରହଣ କରିଥିବା ଜଣା ପଡିଛି । ବିଭିନ୍ନ ଜିଲ୍ଲାରେ ଘଟୁଥିବା ସାଇବର କ୍ରାଇମକୁ ନେଇ ଏହି ତାଲିମ ଶିବିରର ଆୟୋଜନ କରାଯାଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ସାଇବର କ୍ରାଇମକୁ ରୋକାଯାଇ ପାରିବ ବୋଲି ଆଶା କରାଯାଉଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here