ଚୂନ ପଥର ଖଣି ଅଧିକାରୀଙ୍କୁ ଦୁର୍ବୁର୍ତ୍ତଙ୍କ ମରଣାନ୍ତକ ଆକ୍ରମଣ : ସୁନ୍ଦରଗଡ଼

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ଓସିଏଲ ସିମେଣ୍ଟ କାରଖାନାର ଏକ ଚୂନ ପଥର ଖଣି ଅଛି ଲାଞ୍ଜିବେର୍ଣ୍ଣା ଅଞ୍ଚଳରେ । ଉକ୍ତ ଖଣି କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଅଧିକାରୀ ତଥା ଇ ଡି ସରୋଜ କୁମାର ରାଉତଙ୍କୁ କୈ।ଣସି କାରଣ ନେଇ କିଛି ଦୁର୍ବୁର୍ତ୍ତଗଣ ମରଣାନ୍ତକ ଆକ୍ରମଣ କରିଥିଲେ ହେଁ ଅଳ୍ପକେ ତାଙ୍କର ଜୀବନ ବଞ୍ଚିଯାଇଥିଲା । ଘଟଣାସ୍ଥଳରୁ ଚୂନ ଖଣି କାର୍ଯ୍ୟାଳୟରେ କାର୍ଯ୍ୟରତ କିଛି ବ୍ୟକ୍ତି ଗୁରୁତର ଅବସ୍ଥାରେ ଅଧିକାରୀଙ୍କୁ ଆଣି ରାଜଗାଙ୍ଗପୁର ସରକାରୀ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଇବା ସହ ଅବସ୍ତା ସଙ୍କଟାପନ୍ନ ଥିବାରୁ ତାଙ୍କୁ ରାଉରକେଲା ସ୍ଥିତ ସରକାରୀ ଚିକିତ୍ସାଳୟକୁ ନେଇ ଯାଇଥିଲେ ଅଧିକ ଚିକିତ୍ସା ପାଇଁ । ତେବେ କେଉଁ କାରଣରୁ ଏଭଳି ଅଘଟଣ ଘଟିଲା ସେ ନେଇ ତନାଘନା ତଦନ୍ତ କରୁଛି ରାଜଗାଙ୍ଗପୁର ପୋଲିଶ ।

ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ରୁ ରଞ୍ଜିତ କୁମାର ରାଉତଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here