ଜଗତସିଂହପୁର ଜ଼ିଲ୍ଲା ଓକିଲ ସଂଘ ନିର୍ବ।ଚନ,ସଭାପତି ଭାବେ ସୁବ୍ରତ ଶତପଥୀ, ସଂପାଦକ ଭାବେ ନରେଶ ଦାସ ନିର୍ବ।ଚିତ

ଜଗତସିଂହପୁର(14/12/20) : ଜ଼ିଲ୍ଲା ଓକିଲ ସଂଘ ନିର୍ବ!ଚନ ନିମନ୍ତେ ଶନିବାର ଦିନ ଜ଼ିଲ୍ଲା ଓକିଲ ସଂଘ ନିର୍ବ!ଚନ ରେ ଜ଼ିଲ୍ଲା ସଭାପତି ଯୁବ ଆଇନଜ଼ୀଵୀ ସୁବ୍ରତ ଶତପଥୀ ନିର୍ବ।ଚିତ ହୋଇଥିଲେ । ସେହିଭଳି ସଂପାଦକ ନରେଶ ଦାସ,ଉପସଭାପତି ପ୍ରହଲ୍ଲାଦ କୁମାର ନାୟକ, ଯୁଗ୍ମ ସଂପାଦକ ଜ୍ଞ!ନ ରଂଞ୍ଜନ ମହାନ୍ତି, ନିବାଚିତ ହୋଇଛନ୍ତି । ସମସ୍ତ ବିଜୟ ପ୍ରାଥି ଙ୍କ ବିଜୟପରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଙ୍କ ତରଫରୁ ବିଜେଡି ନଗର ସଭାପତି ପ୍ରିୟବ୍ରତ ମହାପାତ୍ର ପୁଷ୍ପ ଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ । ଜ଼ିଲ୍ଲା ସଭାପତି ନିର୍ବ।ଚିତ ପରେ ସମସ୍ତ ଓକିଲ ପ୍ରମୁଖ କର୍ମକର୍ତ୍ତା ମାନେ ଅଭିନନ୍ଦନ ଜଣେଇବା ସହିତ ଆଇନଜୀଵୀ ମାନଙ୍କର ଯାହା ସମସ୍ୟା ଅଛି ତାହା ପୂରଣ କରାଯିବ ବୋଲି ପ୍ରତିକ୍ରିୟା ରେ କହିଥିଲେ ।

ଜଗତସିଂହପୁର ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here