ରାଜ୍ଯର ନିଷ୍ପତିକୁ ଜିଲ୍ଲା ପ୍ରଶାସନ ର ନିର୍ଦେଶ :ନୟାଗଡ

ରାଜ୍ଯର ନିଷ୍ପତିକୁ ଜିଲ୍ଲା ପ୍ରଶାସନ ର ନିର୍ଦେଶ କ୍ରମେ ବ୍ଲକ ପ୍ରଶାସନ ମାଧ୍ଯମରେ ସ୍ଵାସ୍ଥ ବିଭାଗର ତରଫରୁ ବିଭିନ୍ନ ପ୍ରକାରର କାର୍ୟ୍ଯକ୍ରମ କରାଜାଉଥିବା ବେଳେ ରାଜ୍ଯ ରାଜ ନିତିକୁ ସରଗରମ କରାଉଥିବା ବହୁ ଚର୍ଚିତ ନୟାଗଡ ଜିଲ୍ଲା ଭାପୁର ବ୍ଲକରେ କରୋନା ଟିକା ଓ ସ୍ବାସ୍ଥ୍ଯ ସମ୍ବନ୍ଧୀୟ ସମସ୍ତ ଆଲୋଚନା ଭାପୁର ପଞ୍ଚାୟତ ସମିତି ସଭା ଗୃହରେ କରାଯାଇଥିଲା। ସଭାରେ ବ୍ଲକ ପ୍ରଶାସନିକ ମୂଖ୍ୟ ଅଧିକାରୀ ବିଡିଓ ସତ୍ଯ ସୁନ୍ଦର ରାଉତ ମୂଖ୍ଯ ଥିଲେ,ସ୍ୱାସ୍ଥ୍ୟ ବିଭାଗ ର ମୂଖ୍ୟ ଡ.ଏ ପି ତ୍ରିପାଠୀ ଓ ସନ୍ମାନୀୟ ଅତିଥି ବ୍ଲକ ସ୍ବାସ୍ଥ୍ଯ କମିଟି ସଦସ୍ଯ ରାଜ୍ଯ ସମାଜ ସେବୀ ଜୁବ ସଂଗଠକ ତଥା ଶ୍ରୀ ରାମ ଫାଉଣ୍ଡେଶନ ର ମୂଖ୍ଯ ଦେବୀପ୍ରସାଦ ମିଶ୍ର ଯୋଗ ଦେଇଥିଲେ ।ସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରୋଗ୍ରାମ ମ୍ୟାନେଜର ଅଶ୍ୟୀନି କୁମାର ମହାନ୍ତି ଓ ଡ, ଦେବାସୀସ ମହାରଣା ବିଭିନ୍ନ କାର୍ୟ୍ଯକ୍ରମ ସମ୍ବନ୍ଧୀୟ ଆଲୋଚନା କରିଥିଲେ । 1_ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ୟକ୍ରମ 2_କିଶୋର ସ୍ୟାସ୍ଥ କାର୍ୟ୍ଯକ୍ରମ,3_କରୋନା ଟିକା 4_ଗ୍ରାମ କଲ୍ୟାଣ ସମିତି 5_ମସାରୀ ବନ୍ଟନ କାର୍ୟ୍ଯକ୍ରମ ଭଳି ବିଭିନ୍ନ ସ୍ଵାସ୍ଥ ସମ୍ବନ୍ଧୀୟ ଆଲୋଚନା କରି ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ଜଣାଇଥିଲେ। ସରକାର ଜାରି କରିଥିବା ନିର୍ଦ୍ଧେଶ ନାମାକୁ ଅବ ମାନନା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନିକ ଅଧିକାରୀ ଶ୍ରୀ ରାଉତ କହିଥିଲେ ।ଅଧୀକାରୀ କଂ କଥାକୁ ସନ୍ମାନ ଦେଇ ଜନ ସାଧାରଣ କଂ ପାଇଁ ସରକାର ଦେଉଥିବା ସମସ୍ତ ଉର୍ନତି ମୂଳକ ଜୋଜନା ଗୁଡିକ କିପରି ଭାବରେ ଠିକ୍ ଠାକରେ ପହଁଞ୍ଚି ପାରିବ ଓ ସେମାନେ କିପରି ଭାବରେ ଉପକୃତ ହୋଇ ପାରିବେ ସେନେଇ ସମସ୍ତେ ସମସ୍ତକୁଂ ସହଜୋଗ କରିବା ପାଇଁ ଜୟ ଶ୍ରୀ ରାମ ଫାଉଣ୍ଡେଶନ ତରଫରୁ ରାଜ୍ୟ ସମାଜ ସେବୀ ଦେବୀପ୍ରସାଦ ମିଶ୍ର କହିଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here