ଡାକ୍ତର ଙ୍କ ଅବହେଳିତ ଯୋଗୁଁ ମହିଳା ଙ୍କ ମୃତ୍ୟୁ : ଜଗତସିଂହପୁର

ଏରସମା[12/12/20] : ଜଗତସିଂହପୁର ଜ଼ିଲ୍ଲା ଏରସମା ବ୍ଲକ ବଳେଇପୁର ପଞ୍ଚାୟତ ନଳକାଣୀ ବାରବାଟିଆ ଗ୍ରାମ ବିଦୁଲତା ରାଉତ ଫାମିଲି ପାଲିଙ୍ଗି ଅସ୍ତପଚାର ପାଇଁ ଆସିଥିଲେ । ଏରସମା ମେଡିକାଲ କୁ ତାଙ୍କ ର ଚିକିତ୍ସା କରିଥିବା ଡାକ୍ତର ପ୍ରତାପ ଦାସ, ଡାକ୍ତର ଅମୀୟ କୁମାର ସ୍ୱାଇଁ କରିଥିବା ସମୟ ରେ କୋଣସି କାରଣ ରୁ ଚିକିତ୍ସା ରେ ଅବହେଲା ହୋଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସ୍ୱାମୀ ଅଭିଯୋଗ କରିବା ସହିତ କାଲି ରାତି ଠାରୁ ଏ ପଯ୍ୟନ୍ତ ଏରସମା ମେଡିକାଲ ସମ୍ମୁଖୀନ ରେ ଧାରଣ ରେ ବସିଥିବା ଦେଖିବାକୁ ମିଳିଛି । ମହିଳା ଙ୍କ ମୃତ୍ୟୁ ହେବା ପରେ ଏରସମା ମେଡିକାଲ ଉପରେ ବିଶ୍ୱାସ ତ୍ରୁଟି ଯାଇଛି ।


ଜଗତସିଂହପୁର ଜିଲ୍ଲାର ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here