ଭାରତ ବନ୍ଦ ପାଳନ ନିମନ୍ତେ ବିଭିନ୍ନ ଦଳୀୟ କର୍ମୀଙ୍କ ବିକ୍ଷୋଭ ଓ ରାସ୍ତା ରୋକ : କେନ୍ଦ୍ରାପଡା

ଆଜି ଭାରତ ବନ୍ଦ ଡାକରା ପାଳନକୁ ନେଇ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବାଇପାସ୍ ଛକ ନିକଟରେ କଟକ ଚାନ୍ଦବାଲି ମୂଖ୍ୟ ରାସ୍ତାକୁ ଅବରୋଧ କରାଯିବା ସହିତ ବିଭିନ୍ନ ଦଳର ନେତା ଓ କର୍ମୀମାନେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଶ୍ରମ ଓ ଶ୍ରମିକ ମାରଣନିତୀ ବିଲକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବି ନେଇ ମୋଦି ସରକାରଙ୍କ ବିରୋଧରେ ବିଭିନ୍ନ ନାରାବାଜି ଓ ବିକ୍ଷୋଭ ପ୍ରଦର୍ଶନ ସହିତ ସ୍ଲୋଗାନ ମାନ ଦେଉଥିବା ଦେଖିବାକୁ ମିଳିଥିଲା । ଏହି ବନ୍ଦ ପାଳନ କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ରାଜନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର କଂଗ୍ରେସ ଜିଲ୍ଲା ସଭାପତି ତଥା ଯୁବନେତା ଶ୍ରୀଯୁକ୍ତ ଅଂଶୁମାନ ମହାନ୍ତିଙ୍କ ସମେତ ନାରୀ ନେତ୍ରୀ ସୁହାନା ବେଗମ୍ ଓ ଶତାଧିକ କଂଗ୍ରେସ କର୍ମୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି ବିରୋଧୀ ବିଭିନ୍ନ ମନ୍ତବ୍ୟ ସ୍ଲୋଗାନ୍ ବା ନାରାବାଜୀ ଦେଇଥିଲେ । ତେବେ ଚାଲନ୍ତୁ ଦେଖିବା କଣ ଏବଂ କିପ୍ରକାର ପ୍ରତିକ୍ରିୟା ରଖୁଛନ୍ତି ରାଜନଗର ବିଧାୟକଙ୍କ ସମେତ ନାରୀ ନେତ୍ରୀ ସୁହାନା ବେଗମ । ଆସନ୍ତୁ ସିଧା ସଳଖ ଶୁଣିବା ସେମାନଙ୍କ ମୁହଁରୁ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here