କେନ୍ଦ୍ରାପଡା ଗଣ୍ଡାକିଆ ଛୁଆଳିଆ ପୀଠରେ ବିଜେପିର ବନ୍ଧୁ ମିଳନ

ଆଜି କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଳକ୍ ଅନ୍ତର୍ଗତ ଗଣ୍ଡାକିଆ ଠାରେ ଥିବା ଛୁଆଳିଆ ପୀଠରେ କେନ୍ଦ୍ରାପଡା ବିଜେପି ବା ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି । ଏହି ସଭାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୂବନମୋହନ ଜେନା ଓ ରାଜ୍ୟ କାର୍ଯ୍ୟକାରିଣୀ ସ୍ଥାୟୀ ସଦସ୍ୟ ଏବଂ ପୂର୍ବତନ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ସାହୁଙ୍କ ସମେତ ପାଟକୁରା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ମାନସ କୁମାର ମହାନ୍ତି,ପୂର୍ବତନ ସଭାପତି ସୁକାନ୍ତ କୁମାର ଦିବେଦୀ, କୃର୍ଷକ ମୋର୍ଚ୍ଚାର ସଭାପତି ପବିତ୍ର ପରିଡା, ରାଜନଗରର ଯୁବ ନେତା ବୀଜୟ କୁମାର ନାୟକ ଏବଂ କେନ୍ଦ୍ରାପଡା ବିଜେପିର ସାଧାରଣ ସମ୍ପାଦକ ଗଗନ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ବିଜେପି କିପରି ପ୍ରଥମେ ୱାର୍ଡ଼ ସ୍ତରରୁ ଦଖଲ କରିବ ସେ ବିଷୟରେ ମୂଖ୍ୟତଃ ଆଲୋଚନା କରାଯାଇଥିଲା ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here