କେନ୍ଦ୍ରାପଡା କନ୍ତିଆ ସନିକଟ ହରିଡା ଦଣ୍ଡା ଗ୍ରାମରେ ଏକ ଜୈନିକ ବୃଦ୍ଧାଙ୍କୁ ସଂଘବଦ୍ଧ ଆକ୍ରମଣ

ଆଜି କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ହରିଡା ଦଣ୍ଡା ଗ୍ରାମର ସତୃଘନ ବାରିକଙ୍କ ପୁଅ ପ୍ରଫୁଲ୍ଲ ବାରିକ୍ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ସଦର ଥାନା ଅଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କୁମାର ମଲ୍ଲିକଙ୍କୁ ଭେଟି ଏକ ଲିଖିତ ଅଭିଯୋଗ ପତ୍ର ଦ୍ୱାରା ଅବଗତ କରାଇଛନ୍ତି ଯେ-ଉକ୍ତ ଗ୍ରାମର କିଛି ମୁଷ୍ଟିମୟ ଓ ଖଳ ପ୍ରକୃତିର ଲୋକ ପୂର୍ବ ସତୃତାକୁ କେନ୍ଦ୍ରକରି ମୋର ବାପାଙ୍କୁ ବିଭିନ୍ନ ମାରଣା ଅସ୍ତ୍ର ଦ୍ୱାରା ଅତର୍କିତ ଆକ୍ରମଣ କରି ଲହୁ ଲୁହାଣ କରିବା ଦ୍ଵାରା ମୋର ବାପାଙ୍କୁ ମୁଁ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ନେଇ ସେଠାରେ ଚିକିତ୍ସିତ କରିବା ସହିତ ଆହୁରି ମଧ୍ୟ ସେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟାରେ କହିଛନ୍ତି ଯେ-ଆଗାମୀ ଦିନରେ ଯଦି ଆଜ୍ଞା ମୋତେ ନ୍ୟାୟ ନମିଳିବ ଏବଂ ଅଭିଯୁକ୍ତ ମାନଙ୍କୁ ଗିରଫ୍ ନକରାଯାଇ ସେମାନଙ୍କ ପ୍ରତି ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ତେବେ ମୁଁ ସପରିବାର ନିଶ୍ଚିନ୍ତ ରୂପେ ରାଜ ରାସ୍ତାକୁ ଓହ୍ଲାଇବୁ ଏବଂ ସେଥିପାଇଁ ଜିଲ୍ଲା ପ୍ରଶାସନ ହିଁ ସମ୍ପୂର୍ଣ୍ଣ ଭାବେ ଦାୟି ରହିବେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here