ସୋମନାଥ ହାଟ ରେ ନିଆଁ ଲାଗିବା ବ୍ୟବସାୟ ଙ୍କ ଲକ୍ଷାଧିକ ନଷ୍ଟ : ଜଗତସିଂହପୁର

ଜଗତସିଂହପୁର ସହର ସ୍ଥିତ ସୋମନାଥ ହାଟରେ ଅଗ୍ନିକାଣ୍ଡ ଘଟି 50 ରୁ ଉର୍ଦ୍ଧ ହାଟ ଚାଳିଆ ପୋଡି ପାଉଁଶ ହୋଇଯାଇଛି ।ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି ।ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିଲେ ମଧ୍ୟ ନିଶାଡୀଙ୍କ ପାଇଁ ଏହି ଅଗ୍ନିକାଣ୍ଡ ଘଟିଥିବା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି ।ସୌଭାଗ୍ୟ ବସତ ଆଜି ହାଟ ବାରି ନଥିବାରୁ କୌଣସି ଧନ ଜୀବନ ହାନି ହୋଇନାହିଁ ।ତୁରନ୍ତ ପ୍ରଶାସନ ଏହାର କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ବ୍ୟବସାୟୀମାନଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବି ହେଉଛି ।

ଜଗତସିଂହପୁର ଜ଼ିଲ୍ଲା ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here