ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ : ପୁରୀ

ପୁରୀ  ରାଜ୍ୟ ଆଇନ ସେବା ପ୍ରାଧିକରଣ ର ନିର୍ଦେଶକ୍ରମେ ଆଜି ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି।ଏହି  ଉପଲକ୍ଷେ ନୀଳାଚଳ ସେବା ପ୍ରତିଷ୍ଠାନ, କଣାସ, ଆଭା, ଡେଲାଙ୍ଗ,ପତିତପାବନ ସେବା ସଂଘ,ନିମାପଡା,ପିଙ୍ଗଳିଆଖି ପବ୍ଲିକ୍  ୱଲଫାର ଅର୍ଗାନାଇଜେସନ  ଏବଂ ସାନଡିପ,ଚନ୍ଦନପୁର ଆଦି ଅନୁଷ୍ଠାନ ଗୁଡିକର କର୍ମକର୍ତା ମାନଙ୍କର ମଧ୍ୟ ରେ ଏକ ଅନଲାଇନ  ସଚେତନତା ସଭା ଅନୁଷ୍ଠିତ ହୋଇଥିଲ।ଏହାକୁ  ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶ୍ରୀ ରାଜକିଶୋର ଲେଙ୍କା ଉଦଘାଟନ କରିଥିଲେ।ସାମାଜିକ ସୁରକ୍ଷା ଅଧିକାରୀ ତ୍ରିନାଥ ପାଢ଼ୀ ଭିନ୍ନକ୍ଷମ ଙ୍କ ପାଇଁ ଥିବା ସରକାରୀ ସୁବିଧା ବିଷୟରେ କହିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ପ୍ରାଧିକରଣ ସଚିବ ଶ୍ରୀ ଅମରେଶ ମହାପାତ୍ର ଉପସ୍ଥିତ ରହି ଭିନ୍ନକ୍ଷମଙ୍କ ପାଇଁ ଥିବା ସ୍ୱତନ୍ତ୍ର ଅଧିକାର ଅଧିନିୟମ,୨୦୧୬ ବିଷୟ ରେ ଚର୍ଚା କରିଥିଲେ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here