କିଛି ଲୋକ ରାଜନୀତି କରନ୍ତି ସହିଦ ପରିବାରର ନାଁ କୁ ନେଇ..ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାମ କରନ୍ତି ସହିଦ ପରିବାରର ମଙ୍ଗଳ ପାଇଁ :ଶ୍ରୀଯୁକ୍ତ ମଙ୍ଗଳା କିଷାନ

ରାଜଗାଙ୍ଗପୁର ର ଗର୍ଵ ଓ ଗୌରବ ସହିଦ ପ୍ରଦୀପ ପଣ୍ଡାଙ୍କ ବାପା ଶ୍ରୀ ପିତାମ୍ବର ପଣ୍ଡାଙ୍କର ସଫଳ ଅସ୍ତ୍ରୋପଚାର ପାଇଁ ମୁଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଶ୍ରୀଯୁକ୍ତ ମଙ୍ଗଳା କିଷାନ, ରାଜଗାଙ୍ଗପୁର ର ପୂର୍ବତନ ବିଧାୟକ ଶ୍ରୀ ନିଖିଳ ପୱାନ କଲ୍ୟାଣ, ଜିଲ୍ଲାପାଳ ସୁନ୍ଦରଗଡ, ସିଡ଼ିଏମୋ ଡାକ୍ତର ସରୋଜ କୁମାର ମିଶ୍ର, ଶ୍ରୀ ଜୟ ନାରାୟଣ ତ୍ରିପାଠୀ, ସମାଜସେବୀ ତଥା ବିଜୁ ଜନତା ଦଳର ପୁରୁଖା ନେତା, ଶ୍ରୀ ବେଣୁଧର ତାଣ୍ଡିଆ, ପୂର୍ବତନ ଚେୟାରମ୍ୟାନ, ଶ୍ରୀମତୀ ସୁଶ୍ରୀତା ପାଇକରାୟ, ପୂର୍ବତନ ଚେୟାରମ୍ୟାନ ରାଜଗାଙ୍ଗପୁର,ଜିତୁ ଦାସ, ବିଜୁ ଜନତା ଦଳର ପୁରୁଖା ନେତା ,ଶ୍ରୀ ତ୍ରିଲୋଚନ କାକ, ଶ୍ରୀ ପଙ୍କଜ ଶ୍ରେଷ୍ଠ ଙ୍କୁ ଆନ୍ତରିକତାର ସହ ଧନ୍ୟବାଦ ଜଣାଉଛି । ଏହି ମହାନ କାର୍ଯ୍ୟ ପାଇଁ ଗୁଣ୍ଡୁଚି ମୂଷାର ଭୂମିକା ନିର୍ବାହ କରିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି । ସହିଦ ପ୍ରଦୀପ ପଣ୍ଡା ଅମର ରହେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here