କରୋନା ଟିକା ନେବେ ନାହିଁ ବୋଲି ମନା କରିଦେଲେ ବ୍ରାଜିଲର ରାଷ୍ଟ୍ରପତି।

ନୂଆଦିଲ୍ଲୀ : ବ୍ରାଜିଲର ରାଷ୍ଟ୍ରପତି ଜାଇର ବୋଲସୋନାରୋ କରୋନା ଭାଇରସ୍ ଟିକାକରଣ କାର୍ଯ୍ୟକ୍ରମ ପ୍ରତି ସନ୍ଦିହାନ ଥିବା କଥା ସେ ଅନେକ ଥର ବିବୃତି ରେ କହିଛନ୍ତି। ସଂକ୍ରମଣ ବିସ୍ତାର ରୋକିବାରେ ମାସ୍କ ଫଳପ୍ରଦ ହେଉଥିବାର କୌଣସି ପ୍ରମାଣ ନାହିଁ ବୋଲି ସେ ମତ ଦେଇଛନ୍ତି। ଅକ୍ଟୋବର ମାସରେ ସେ ଟ୍ୱିଟର ରହସ୍ୟ କରି କହିଥିଲେ ଟିକାକରଣ କେବଳ କୁକୁର ନିମନ୍ତେ ଆବଶ୍ୟକ।ସେ କହିଛନ୍ତି ଯେ ମୁଁ ଟିକା ନେବି ନାହିଁ ବୋଲି ଆପଣ ମାନଙ୍କୁ କହୁଛି।ତାହା ମୋ ଇଚ୍ଛାଧୀନ। 

ମାସ୍କ ପିନ୍ଧିବାର ଫଳପ୍ରଦ ଉପରେ ମଧ୍ୟ ସେ ସନ୍ଦେହ ବ୍ୟକ୍ତ କରିଛନ୍ତି। ପ୍ରଚୁର ମାତ୍ରାରେ କରୋନା ଭାଇରସ ଟିକା ଉପଲବ୍ଧ ହେଲେ ବି ବ୍ରାଜିଲୀୟ ମାନଙ୍କୁ ଟିକା ଦେବା ଆବଶ୍ୟକ ହେବ ନାହିଁ ବୋଲି ବାରମ୍ବାର ସେ କହି ଆସୁଛନ୍ତି। ଆଜି ଏକାଧିକ ଗଣମାଧ୍ୟମ ପ୍ଲାଟଫର୍ମରେ ଏପରି କହିଛନ୍ତି ରାଷ୍ଟ୍ରପତି ଜାଇର ବୋଲସୋନାରୋ। ଯୁକ୍ତରାଷ୍ଟ୍ର ଆମେରିକା ପରେ କୋଭିଡ ୧୯ ଜନିତ ମୃତ୍ୟୁ ଘଟଣାରେ ବ୍ରାଜିଲ ହେଉଛି ବ୍ରାଜିଲ ହେଉଛି ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଥିବା ଦେଶ। 

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here