କାକଟପୁର ରେ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ରାସ୍ତା ରୋକ : ପୁରୀ

ପୁରୀ/ କାକଟପୁର: କୃଷକ ଓ ଶ୍ରମିକ ମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ବିଭିନ୍ନ ଟ୍ରେଡ଼ ୟୁନିଅନ ର ମିଳିତ ଉଦ୍ୟମରେ ଭାରତ ବନ୍ଦ ଡାକରାକୁ ସଫଳ କରିବା ପାଇଁ ଆଜି କାକଟପୁର କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବଜାର ବନ୍ଦ କରିବା ସହ କର୍ମୀମାନେ ରାସ୍ତା ରୋକ କରିଛନ୍ତି l କମ୍ରେଡମାନେ ମୋଦୀ ସରକାରରେ କୃଷକ ମାରଣ ନୀତିକୁ ଦୃଢ ନିନ୍ଦା କରିବା ସହ ସରକାର ବିରୋଧୀ ନାରା ଦେଇଥିଲେ l କାକଟପୁର ବ୍ଲକ କୃଷି ଓ ଉଦ୍ୟାନ ବିଭାଗରେ ହେଉଥିବା ବ୍ୟାପକ ହେରଫେର ଓ ଦୁର୍ନୀତି ବିରୁଦ୍ଧରେ କୃଷକମାନେ ଖୁବ ଶିଘ୍ର ଜିଲ୍ଲପାଳଙ୍କୁ ଘେରିବେ ବୋଲି କର୍ମୀମାନେ ଚେତାବନୀ ଦେଇଛନ୍ତି l
କରୋନା ନିୟମ କୁ ଦୃଷ୍ଟି ରେ ରଖି କାର୍ଯ୍ୟକ୍ରମ ପରିଚାଳନା କରାଯାଇଛି ବୋଲି କମ୍ରେଡ କଲ୍ୟାଣ ସାହୁ ପ୍ରକାଶ କରିଛନ୍ତି l

କାକଟପୁର ରୁ ରାଜେନ୍ଦ୍ର ମହାନ୍ତିଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here