ଦଳିତ ବିକାଶ ପରିଷଦ ଓ ବିଜେପି ପକ୍ଷ ରୁ ସ୍ୱମିଧାନ ଦିବସ ପାଳନ: ଜଗତସିଂହପୁର

ଜଗତସିଂହପୁର :27/11/20 ଜଗତସିଂହପୁର ଦଳିତ ବିକାଶ ପରିଷଦ ଓ ବିଜେପି ପକ୍ଷ ରୁ 71ତମ ସ୍ୱମିଧାନ ଦିବସ ଜ଼ିଲ୍ଲାପାଳ ଙ୍କ ଅଫିସ ସମ୍ମୁଖ ରେ ଥିବା ପ୍ରତିମୂର୍ତ୍ତି ରେ ମାଲ୍ୟାପଣ କରାଯାଇଛି! ଦଳିତ ବିକାଶ ପରିଷଦ ସଂଘ ସଭାପତି ଶଙ୍କର ଦାସ ନେତୃତ୍ୱ ରେ ସଙ୍ଘ ର କ୍ରମକର୍ତା ମାନେ ଜ଼ିଲ୍ଲାପାଳ ଙ୍କ ପଡିଆ ରେ ଥିବା ବାବା ଆମ୍ବଦକର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାପଣ କରାଯାଇଥିଲା ସଂଘ ର ସଭାପତି ଶ୍ରୀ ଦାସ କହିଥିଲେ! ସେହିପରି ଜଗତସିଂହପୁର ବିଜେପି କାଯ୍ୟ!ଲୟ ରେ 71ତମ ସ୍ୱମ୍ବିଧାନ ଦିବସ ପାଳନ କରାଯାଇଛି ! ଜ଼ିଲ୍ଲା ବିଜେପି ସମ୍ବିଧାନ ଦିବସ ପାଳନ କରାଯାଇଛି ! ଜ଼ିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର ଙ୍କ ସଭାପତିରେ ଆୟେଜନ କରାଯାଇଥିଲା ଶତାଧିକ କର୍ମକର୍ତାମାନେ ଯୋଗଦାନ କରିଥିଲେ !

ଜଗତସିଂହପୁର ଜ଼ିଲ୍ଲା ରୁ ଜ଼ିଲ୍ଲାପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here