ନୂଆ ଡିଏଲ୍‌ ଆବେଦନ ପାଇଁ ଅନୁମତି : ୨୧ ଟି ଆର୍‌ଟିଓରେ ନୂଆ ଡିଏଲ୍‌ ଆବେଦନ ପାଇଁ ସ୍ଲଟ୍‌ ଖୋଲିବାକୁ ଅନୁମତି

ରାଜ୍ୟରେ ୨୧ଟି ଆର୍‌ଟିଓରେ ନୂଆ ଡିଏଲ୍‌ ଆବେଦନ ପାଇଁ ସ୍ଲଟ୍‌ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି । ଏଥିରେ ଚଣ୍ତିଖୋଲ, ବରପାଲି, କୋରାପୁଟ, ମୟୂରଭଞ୍ଜ, ଫୁଲବାଣୀ, ସୁନ୍ଦରଗଡ଼, ବରଗଡ଼, ରାୟଗଡ଼ା, ଅନୁଗୋଳ, ଗଜପତି, ନବରଙ୍ଗପୁର, ବୌଦ୍ଧ, ଦେଓଗଡ଼, ମାଲକାନଗିରି, ଭଞ୍ଜନଗର, ଗଞ୍ଜାମ, ସୋନପୁର, ତାଳଚେର, ରାଇରଙ୍ଗପୁର, ରାଉରକେଲା, ସମ୍ବଲପୁର ସାମିଲ ହୋଇଛନ୍ତି । ଆଜିଠାରୁ ଭଦ୍ରକ, ନୟାଗଡ଼, ନୂଆପଡ଼ା ଏବ˚ ଯାଜପୁରରେ ନୂଆ ଡିଏଲ୍‌ ଆବେଦନ କରିବାକୁ ଅନୁମତି ମିଳିଛି । ଅନ୍ୟପଟେ ୨୨ଟି ଆର୍‌ଟିଓରେ ନୂଆ ଲର୍ଣ୍ଣର୍ସ‌ ଲାଇସେନ୍ସ ଆବେଦନ ପାଇଁ ଅନୁମତି ପ୍ରଦାନ କରାଯାଇଥିବା ପରିବହନ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । 

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here