ଡମ୍ପିଂୟାର୍ଡ଼ କୁ ନେଇ ତାତିଲେ ଗ୍ରାମ ବାସୀ : ଜଗତସିଂହପୁର

ଜଗତସିଂହପୁର :: ଏଭଳି ଏକ ଘଟଣା  ଦେଖିବାକୁ ମିଳିଛି ଜଗତସିଂହପୁର ପୌରାଞ୍ଚଳ କଣ୍ଟାଭଲପୁର ଠାରେ ନୂତନ ଭାବେ ପ୍ରତିଷ୍ଠା ହେଉଥିବା ଡମ୍ପିଂୟାର୍ଡ଼ କୁ ନେଇ ବିରୋଧ କଲେ ସେଠାକାର ସ୍ଥାନୀୟ ଅଞ୍ଚଳବାସୀ !  ଦୀର୍ଘ ଦିନ ହେବ ଡମ୍ପିଂୟାର୍ଡ଼ ନିର୍ମାଣ ହେବା କୁ ନେଇ ସ୍ଥାନୀୟ କଣ୍ଟାବଲଭପୁର ଗ୍ରାମ ବାସି ବିରୋଧ କରି ଆସୁଥିଲେ l ଆଜି ପୂର୍ବାହ୍ନ ସମୟ ରେ ପୌରପରିଷଦ ର ହେମିଓପାଥି ଡାକ୍ତର ସରୋଜ କୁମାର ସଢଙ୍ଗୀ ଏବଂ ଠିକାଦାର ଙ୍କ ବାପା ଲଷ୍ମଣ ପ୍ରଧାନ ଘଟଣା ସ୍ଥଳ ରେ ପହଂଚି ଉକ୍ତ ଡମ୍ପିଂୟାର୍ଡ଼  ନିର୍ମାଣ କୁ ବିରୋଧ କରୁଥିବା ଗ୍ରାମ ବାସୀ ମାନଙ୍କୁ ଶ୍ରୀ ଷଢଙ୍ଗୀ ବୁଝାଇଲା ବେଳେ ସ୍ଥାନୀୟ ଉତ୍ୟକ୍ତ ଲୋକ ମାନେ କିଛି ନ ବୁଝିବା ସହିତ ମୁନିସିପାଲିଟି ତରଫରୁ ଯାଇଥିବା ପ୍ରତିନିଧି  ହେମିଓ ପାଥିକ ମେଡିକାଲ ଡାକ୍ତର ସରୋଜ କୁମାର ଷଢଙ୍ଗୀ ତାଙ୍କ ସହ ଠିକାଦାର ବାପା ଲଷ୍ମଣ ପ୍ରଧାନ ଙ୍କୁ ଗ୍ରାମ ବାସୀ ମାନେ ଟଣା ଓଟରା କରିବା ସହିତ ଜୋର  ଜବରଦସ୍ତ ଭାବେ ଶ୍ରୀ ଷଢଙ୍ଗୀ ଏବଂ ଠିକାଦାର ଙ୍କ ବାପା ଙ୍କୁ ସରକାରୀ ଦସ୍ତlବିଜ ରେ  ଜୋର ଜବରଦସ୍ତ  ଦସ୍ତଖତ ଏବଂ ଟିପ ଚି଼ହ୍ନ ନେଇ କାମ କୁ ବନ୍ଦ  କରି ଦେଇଥିଲେ,

ଜଗତସିଂହପୁର ଜ଼ିଲ୍ଲା ପ୍ରତିନିଧି   ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here