ପିଏଲଏଫଆଇ ସଦସ୍ୟଙ୍କୁ ଜଙ୍ଗଲରେ ଗୁଳି କରି ହତ୍ୟା :

ଓଡିଶାସୀମାନ୍ତ ରେ ଗୁଳିକାଣ୍ଡ. ପୂର୍ବତନ ପି. ଏଲ. ଏଫ. ଆଇ. ସଦ୍ୟସଙ୍କ ମୃତ୍ୟୁ. ମୃତ ଯୁବକ ହେଲେ ମଦନ ମାଝୀ. ଝାରଖଣ୍ଡ ର ଗେର୍ଦା ଗ୍ରାମ ର ମୂଳ ବାସୀନ୍ଦl ହୋଇ ଥିବା ବେଳେ ସେ ପାଞ୍ଚବର୍ଷ ହେବ ଓଡିଶା ର ନୂଆଗାଁ ବ୍ଲକ ଅନ୍ତର୍ଗତ ପୁରୁଣାପାଣି ରେ ରହୁଥିଲେ. ଆଜି ଝାରଖଣ୍ଡ ର ଗେର୍ଦା ଫାଣ୍ଡି ଅନ୍ତର୍ଗତ ଜମତେଇ ଜଙ୍ଗଲ ରେ ତାଙ୍କୁ ଗୁଳିକରାଯାଇଛି. କୁକୁଡ଼ାଲଢେଇ ଚାଲିଥିବା ବେଳେ ସନ୍ଧ୍ୟା ପ୍ରାୟ ପାଞ୍ଚ ଟାରେ ସେଠାରେ ଏହି କାଣ୍ଡ ଘଟିଛି. ଏହା ପି. ଏଲ ଏଫ ଆଇ ସଂଘଠନ ର କାମ ବୋଲି କୁହାଯାଉଛି. ପୂର୍ବତନ ଶତ୍ରୁତା କିମ୍ବା ବ୍ୟବସାୟୀକ କାର୍ଯ୍ୟ କୁ ଆଧାର କରି ଏହି ଗୁଳିକାଣ୍ଡ ହୋଇଥିବା କୁହାଯାଉଛି  ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here