ଅର୍ଥ ସାଜିଛି ବାଧକ ସ୍ୱାମୀ ଙ୍କ ଆରୋଗ୍ୟ ପାଇଁ ପଶାସନ କୁ ଗୁହାରି କରୁଛି ସ୍ତ୍ରୀ : ଜଗତସିଂହପୁର

ଜଗତସିଂହପୁର : ଦର୍ଶକ ବନ୍ଧୁ ସରକାର ଯୋଜନା ଉପରେ ଯୋଜନା ପ୍ରଣୟ  କରୁଥିଲେ ମଧ୍ୟ  ଜଗତସିଂହପୁର ଜ଼ିଲ୍ଲା ରେ  ସ୍ୱାସ୍ଥ୍ୟ ବିଭାଗ ରେ ସରକାର ଡିଣ୍ଡିମ ପିଟୁଛନ୍ତି ଥିବା ବେଳେ ସ୍ବାସ୍ଥ୍ୟ ଅବସ୍ଥା ଏଠି ଫେଲ ମାରୁଛି   ହେଉ କିମ୍ବା ଆବାସ ଯୋଜନା ହେଉ l ଗରିବ ର ବେଦନା ଶୁଣିବ କିଏ ସରକାର ନା ରାଜନେତା  ଆମେ ଦେଖାଉଛୁ ସେଇ ଗରିବ ର ଦୁଃଖ  ଘଟଣା ଟି ହେଉଛି  ଜଗତସିଂହପୁର ଜିଲ୍ଲା ତ୍ରିତୋଲ ବ୍ଲକ ଅନ୍ତଗତ କନିମୁଳ ପାଞ୍ଚାୟତ  ର ଖିଲିପାଳ ଗ୍ରାମ ର ପ୍ରଫୁଲ ସାହୁ ଙ୍କ ପୁଅ ଉତମ ସାହୁ କିଛି ଦିନ ହେବ ମଧୁମେହ ରୋଗରେ ପୀଡ଼ିତ ଥିଲେ ଉତ୍ତମ  ଙ୍କ ଗୋଡ଼ ରେ ଘା ହୋଇଥିବାରୁ ଡାକ୍ତର ଙ୍କ ପରାମଶ କ୍ରମେ  ଅପେରସନ କରିଥିଲେ, କିନ୍ତୁ ଘା ଶୁଖିବା ପରିବତ୍ତ୍ୱେ  ଅଧିକାଂଶ ଘା ମାଡି ମାଡି  ଯିବାରୁ ପାଖରେ ଅର୍ଥ ନାହିଁ  ସ୍ତ୍ରୀ କବିତା  ବିଭିନ୍ନ ଗାଁ ରୁ ବୁଲି ଯେତିକି ଭିକ୍ଷା କରି ଆଣନ୍ତି ସେତିକି ରେ ପରିବାର ଚଳି ଯାଏ କିନ୍ତୁ ସ୍ୱାମୀ ଙ୍କ ରୋଗ କୁ ଭଲ କରିବା ପାଇଁ ଅର୍ଥ ନାହିଁ  l ଅନ୍ୟ ପକ୍ଷରେ ଦେଖିବା କୁ ଗଲେ ସରକାର ଆବାସ ଯୋଜନା ଉପରେ  ଯୋଜନା ରହିଛି କିନ୍ତୁ ଉତ୍ତମ ଙ୍କ ପରିବାର କୁ ମିଳୁନି ରହିବା ପାଇଁ ଘର ଖଣ୍ଡିଏ ରୋଗି  ସ୍ୱାମୀ ଙ୍କୁ ଧରି ଶୀତ ଖରା ବର୍ଷା ରେ ପଡ଼ି ରହିଛନ୍ତି ଏହି ଗରିବ ପରିବାର  ଉପରେ ଦୃଷ୍ଟି ପଡୁନାହିଁ  ଜ଼ିଲ୍ଲା ପ୍ରଶାସନ ଓ ସରକାର ଏହି ପରିବାର ଉପରେ କେବେ ଦୃଷ୍ଟି  ପକାଉଛି ଦେଖିବାକୁ ବାକି  ରହିଛି କେବେ ଏହି ଅନାହାର ରେ ବିତାଉଥିବା  ପରିବାର ଉପରେ ପ୍ରଶାସନ ଙ୍କ  ନିଦ ଭାଙ୍ଗିବ  ସେନେଇ ଉତ୍ତମ ପରିବାର ଚାହିଁ ବସିଛନ୍ତି!          

ଜଗତସିଂହପୁର ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here