କେବେ ପାଇବେ ନାୟ : ନାଉଗାଁ ର 90 ବର୍ଷୀୟ ବୃଦ୍ଧା ବ୍ରହ୍ମାନଦ ଲେଙ୍କା

ଜଗତସିଂହପୁର: ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ବଛାଳୋ ଗ୍ରାମ ର 90 ବର୍ଷୀୟ ବୃଦ୍ଧା ବ୍ରହ୍ମାନଦ ଲେଙ୍କା ଆଜି ନାୟ ପାଇ ନାଉଗାଁ ତହସିଲ୍ ରେ ଅନଶନ ରେ ବସିଥିଲେ. ଏବଂ ତହସିଲ୍ ର ଅନେକ ସମସ୍ୟା କୁ ନେଇ ନବ ନିର୍ମାଣ କୃଷକ ସଂଘ ର ଜିଲ୍ଲା ସଂଯୋଜକ ଅଶୋକ ସ୍ଵାଇଁ ଓ ବଂଶୀଧର ବେହେରା, ନବକିଶୋର ମହାନ୍ତି, ପ୍ରଫୁଲ୍ଲ ପରିଡା ଆଦି ସେ ଅନଶନ ରେ ମଧ୍ଯ ବସିଥିଲେ. ବ୍ରହ୍ମାନଦ ଲେଙ୍କା ତାଙ୍କ ଜମି ର ପଟ୍ଟା ନ ପାଇ ବାରୁ ସେ ଅନଶନ ରେ ବସିଥିଲେ.ଆସନ୍ତୁ ଏହି 90 ବର୍ଷୀୟ ବୃଦ୍ଧା ଙ୍କ ପ୍ରତିକ୍ରିୟା ଶୁଣିବା. ଶ୍ରୀଯୁକ୍ତ ଲେଙ୍କା ନାଉଗାଁ ତହସିଲ୍ କାର୍ଯ୍ୟାଳୟ ରେ ରେକର୍ଡ ଜାଲିଆତି କରାଯିବା ଓ ସେ ମାଗିଥିବା certificate କପି ନଦେବାରୁ ଓ ବାରମ୍ବାର ଦଉଡାଇ ହଇରାଣ ହରକତ କରୁଥିବାରୁ ସେ   ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଯୋଗେ ଜଣାଇଥିଲେ.

ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ରୁ under ସେକ୍ରେଟେରୀ to govt ତାଙ୍କର ଚିଠି ନମ୍ବର 8837 ତା 18.2. 2020 ରେ ଜିଲାପାଳ ଜଗତ୍ସିଂହପୁର କୁ ଚିଠି କରି ତାର କପି ତହସିଲଦାର ନାଉଗାଁ କୁ ବିଚାର କରିବା ପାଇଁ କହିଥିଲେ. ଶେଷରେ ତହସିଲଦାର

ଯେ. କଳ୍ପନା ଶ୍ରୀଯୁକ୍ତ ଲେଙ୍କା କୁ ଅନଶନ ରୁ ଉଠାଇ 7 ଦିନ ଭିତରେ ତାଙ୍କ ସମସ୍ୟା ର ସମାଧାନ କରିବା ପାଇ କହିଥିଲେ..

ଜଗତସିଂହପୁର ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here