ସୁଉଚ୍ଚ ବିଜୁ ସେତୁର ଓଷକଣା ଠାରୁ ଧୂଆଁପଦାରାସ୍ତାରେ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ

ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ରେ ଓଷକଣା ଠାରୁ ଧୂଆଁପଦା ରାସ୍ତାରେ ଗୋବରୀ ନଦୀ ଉପରେ ସୁଉଚ୍ଚ ବିଜୁସେତୁ ଭିତ୍ତିପ୍ରସ୍ତର ସ୍ଥାପନ ର ଶୁଭ ଉଦଘାଟନ କରାଯାଇଛି I ଏହି ଉଦଘାଟନରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ କରକମଳ ରେ ସୁଉଚ୍ଚ ବିଜୁସେତୁର ଉଦଘାଟନ କରିଛନ୍ତି I କୋରୁଅ ପଞ୍ଚାୟତ ଓ ଓଷକଣା ପଞ୍ଚାୟତ ବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୁରଣ କରିଛନ୍ତି I ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି କହିଛନ୍ତି ଏହି ସେତୁ ଉଦଘାଟନ ପରେ ଦୁଇ ଲକ୍ଷ୍ୟ ଲୋକ ଉପକୃତ ହୋଇଛନ୍ତି I ଏହି ଉଦଘାଟନ କାର୍ଯ୍ୟକ୍ରମରେ କୋରୁଅ ସରପଞ୍ଚ ଅରୁଣ ନାୟକ ,ନାଉଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ଜୋନ -୨ର  ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା ,କୋରୁଅ ସମିତି ସଭ୍ୟା ଶ୍ରୀମତୀ ବନ୍ଦନା ପୂଜାରୀ,ଜିଲ୍ଲା କୃଷକ ମୋର୍ଚ୍ଚା ର ସଭାପତି ପ୍ରକାଶ ବସ୍ତିଆ,ବ୍ଲକ ବିଜେଡି ସଭାପତି ସୁଜିତ ମଲ୍ଲିକ,ସରପଞ୍ଚ ଏବଂ ସମିତି ସଭ୍ୟ ବିଜେଡି କର୍ମୀମାନେ ପ୍ରମୁଖ ଯୋଗଦେଇଥିଲେ !

ଜଗତସିଂହପୁର ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here