ପୁରୀରେ ଚିତ୍ରଶିଳ୍ପୀଙ୍କ ଦ୍ବାରା ପରିବେଶ ସଚେତନ ଧର୍ମୀ କାନ୍ଥଚିତ୍ର ପ୍ରଦର୍ଶନ

ପୁରୀ ପୌରପାଳିକା ଆନୁକୂଲ୍ୟରେ ସହରର ବିଭିନ୍ନ ସରକାରୀ କାର୍ଯ୍ୟାଳୟ କାନ୍ଥରେ  କିପରି ସହର,ଘର ଓ କାର୍ଯ୍ୟାଳୟ କୁ ସଫା ସୁତୁରା ବା ପରିଚ୍ଛନ୍ନ ରଖାଯାଇପାରିବ ଏହି ବିଚାର କୁ ନେଇ ବିଭିନ୍ନ ପ୍ରକାରର ସଚେତନ ଧର୍ମୀ କାନ୍ଥ ଚିତ୍ର ସହ ଲୋଗୋ ପୁରୀ ସହରର ଚିତ୍ରଶିଳ୍ପୀ ମାନଙ୍କ ଦ୍ଵାରା କରାଯାଉଅଛି I ଆଜି ପାଖାପାଖି ୩୦ ଗୋଟି ଚିତ୍ର ଅଙ୍କନ କରାଯାଇଥିବା ବେଳେ ଆଗକୁ ଏହିପରି ବହୁ ଚିତ୍ର ବିଭିନ୍ନ ସରକାରୀ କାର୍ଯ୍ୟାଳୟ କାନ୍ଥରେ କରାଯିବ । ଆଜିର ଏହି କାର୍ଯ୍ୟରେ ପାଖାପାଖି ୩୫ ଜଣ ଚିତ୍ରକର ଯୋଗଦାନ କରିଥିଲେ । ଆସନ୍ତାକାଲିଠୁ ସହରର ବିଭିନ୍ନ ଅଳିଆ ପକାଯାଉଥିବା ସ୍ଥାନରେ ବିଭିନ୍ନ ପ୍ରକାରର ସଚେତନ ଧର୍ମୀ କାନ୍ଥଚିତ୍ର ଚିତ୍ରଶିଳ୍ପୀ ମାନଙ୍କ ଦ୍ୱାରା କରାଯିବ ଯାହାଫଳରେ ସହରର କୌଣସି ବ୍ୟକ୍ତି ଯେପରି ବାହାରେ ଅଳିଆ ପକାଇବେ ନାହିଁ ଓ ସମସ୍ତେ ଅଳିଆକୁ ସ୍ୱଚ୍ଛ ସବାରୀରେ ଦେବେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here