ଦାମୀ କାରରେ ଗଞ୍ଜେଇ ଚାଲାଣ; ଗାଡ଼ି ସହ ୨ ଗିରଫ

ଭୁବନେଶ୍ବର: ଦାମୀ କାରରେ ହେଉଛି ଗଞ୍ଜେଇ ଚୋରା ଚାଲାଣ । ଆଜି ଏଭଳି ଏକ କାରବାରର ପର୍ଦ୍ଦାଫାସ କରିଛି କମିସନରେଟ୍ ପୁଲିସ । ଏହି ଗଞ୍ଜେଇ କନ୍ଧମାଳରୁ ବ୍ରହ୍ମପୁର ଦେଇ ଭୁବନେଶ୍ୱର ଚାଲାଣ ହେଉଥିଲା । ଭୁବନେଶ୍ୱର ବାଙ୍କୁଆଳ ପାଖରୁ ଗଞ୍ଜେଇ ସହିତ ଏହି ଦାମୀ ଗାଡିକୁ ଧରିଛି ପୁଲିସ । ଗାଡ଼ିରୁ ପ୍ରାୟ ୧୪ କିଲୋ ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ କାରବାରରେ ସମ୍ପୃକ୍ତ ଥିବା ୨ଜଣ ବ୍ୟକ୍ତିଙ୍କୁ ପୁଲିସ୍ ଗିରଫ କରିଛି I

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here