କମ୍ପ୍ୟୁଟର ଶିକ୍ଷକ ମାନଙ୍କ ପୁନଃ ନିଯୁକ୍ତି ଏବଂ ଥଇଥାନ ଦାବି ବିଷୟବସ୍ତୁ କୁ ନେଇ ଏକ ସ୍ବତନ୍ତ୍ର ସାକ୍ଷାତକାର

ସମଗ୍ର ରାଜ୍ୟରେ ଗତ ୨ ବର୍ଷ ହେବ ରାଜ୍ୟ ସରକାର ଅସ୍ଥାୟୀ କମ୍ପ୍ୟୁଟର ଶିକ୍ଷକ ମାନଙ୍କର ଛଟେଇ କରୁଛନ୍ତି । ତେବେ ଏହି ଶିକ୍ଷକ ମାନଙ୍କର ସଂଖ୍ୟା ପ୍ରାୟ ୪ହଜାର ରୁ ଅଧିକ ରେ ଆସି  ପହଞ୍ଚିଲାଣି ।

ବର୍ତ୍ତମାନ ର ଏହି କମ୍ପ୍ୟୁଟର ଯୁଗରେ କମ୍ପ୍ୟୁଟର ଶିକ୍ଷକ ମାନଙ୍କର ଦରକାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ଏହି ଘଡ଼ି ସନ୍ଧି ମୁ‌ହୁର୍ତ୍ତ୍ୱରେ ଶିକ୍ଷକ ମାନଙ୍କର ଛଟେଇ କରିବା ପଛରେ କ’ଣ ରହିଛି ମୂଖ୍ୟ ଉଦ୍ଦେଶ୍ୟ ? କେଉଁ କାରଣ ପାଇଁ ରାଜ୍ୟ ସରକାର ଏହି ଶିକ୍ଷକ ମାନଙ୍କୁ ଚାକିରିରୁ ବହିଷ୍କୃତ କରୁଛନ୍ତି ?

ଏହି ବିଷୟରେ ବରିଷ୍ଠ ଆଇନଜୀବୀ ତଥା ଜନଶକ୍ତି ପାର୍ଟିର ରାଜ୍ୟ ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାଶ ଙ୍କ ସହ ଆମ ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସ ଙ୍କ ସିଧାସଳଖ ଆଲୋଚନା ଦେଖନ୍ତୁ I

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here