ବିଶ୍ବ ମିତବ୍ଯୟିତା ଦିବସ ପାଳିତ

ଆଜି ହେଉଛି ବିଶ୍ବ ମିତବ୍ଯୟିତା ଦିବସ । ମିତବ୍ଯୟୀ ହୋଇ ସଞ୍ଚୟ କରିବା ନିମନ୍ତେ ଆଜିର ଦିନ ଦିଏ ବାର୍ତ୍ତା । ଏହି ଅବସରରେ ଏକ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁବାସ ଚନ୍ଦ୍ର ନାଥଶର୍ମା ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ରୁ ବାହାରି ସହର ଓ ନିକଟସ୍ଥ ଗ୍ରାମାଞ୍ଚଳରେ ବୁଲିବା ସହ ସ୍ବଳ୍ପ ସଞ୍ଚୟ ଉପରେ ସଚେତନତା  ବାର୍ତ୍ତା  ଆଜି ପ୍ରଦାନ କରିବ । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ଶ୍ରୀ ବିଭୂତି ଭୂଷଣ ନାୟକ, ରାଜସ୍ବ ସହାୟକ ଶ୍ରୀ ଦିପ୍ତି ପ୍ରକାଶ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here