ମେଡିକାଲ୍ ଖର୍ଚ୍ଚ ପାଇଁ ବିକ୍ରି କଲେ ଘର

ଆଜି ଟାଉନ୍ କ୍ଲବ ତରଫ ରୁ ଅସହାୟ ଜଗା ଭୂତିୟା ଙ୍କ ଘର କୁ ଯାଇ ସାହାଯ୍ୟ ର ହାତ ବଢ଼ାଇଥିଲୁ କ୍ଲବ ର ସଦସ୍ୟ – ପ୍ରିୟବ୍ରତ ପଣ୍ଡା, ପ୍ରଶାନ୍ତ ବେହେରା , ମହମ୍ମଦ  ଫିରୋଜ୍ , କାଳିଆ ମହାଳିକ ,  ଦେବାଶିଷ ବେହେରା , ବେଣୁଧର ଦେହୁରୀ , ରାହୁଲ କୁମାର ବେହେରା I ଜଗା ଭୂତୀୟା ଙ୍କ ଦୁଃଖ କହିଲେ ନ ସରେ  ବହୁତ୍ ଦୁଃଖରେ ଚଳୁଛି ତାଙ୍କ ଘର, ପୁଅ ର ମେଡିକାଲ୍ ଖର୍ଚ୍ଚ ପାଇଁ ବିକ୍ରି କରି ଦେଇଛନ୍ତି ଘର, ରହିବା ପାଇଁ ଘର ନାହିଁ  କି ଖାଇବା ପାଇଁ ଖାଦ୍ୟ ନାହିଁ ଜଗା  ଭୁତିୟା ଯିଏ କି  କ୍ୟାନସର ପୀଡ଼ିତ । ଆପଣ ମାନଙ୍କ ସାହାଯ୍ୟ ଓ ସରକାର ର ସାହାଯ୍ୟ ତାଙ୍କୁ ନିହାତି ଅବଶକ୍ୟ I ଦୟାକରି ଜଗା ଭୁତୀୟା ଙ୍କୁ ସାହାଯ୍ୟ ର ହାତ ବଢ଼ାନ୍ତୁ I

Address – jayapurakateni( padmapokhari)

Name-jaga bhutiya

Number-9178784953

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here