ଘରୋଇ ବସ୍ କରୁଛି ଜୁଲମ୍

 ଅନଲକ ସମୟରେ ବସ୍ ମାଲିକଙ୍କ ଦୌରାତ୍ମ୍ୟ । ପ୍ରବାସୀ ଶ୍ରମିକଙ୍କ ଠାରୁ ମନମୁଖି ଭଡା ଆଦାୟ କରୁଛି ଦୂରଗାମି ଘରୋଇ ବସ । ମାଲକାନଗିରି ଦେଇ ତେଲେଙ୍ଗାନା ହାଇଦ୍ରାବାଦ ଯାଉ ଥିବା ଦୁରଗାମି ବସ ଭଡା ୬୫୦ ରୁ ୭୦୦ ଟଙ୍କା ହୋଇ ଥିବା ବେଳେ ଏବେ ଯାତ୍ରୀଙ୍କ ଠାରୁ ୧୩୦୦ ରୁ ୧୪୦୦ ଟଙ୍କା ହାଙ୍କୁଛନ୍ତି ଘରୋଇ ବସ ମାଲିକ ।

ସେହିପରି ଉମରକୋଟ, ନବରଙ୍ଗପୁର, ଜୟପୁର ଠାରୁ ୨୦୦୦ ରୁ ୧୫୦୦ ଟଙ୍କା ଆଦାୟ ହୋଉ ଥିବା ଅଭିଯୋଗ ହୋଇଛି । ସବୁଠାରୁ ଚିନ୍ତାର କଥା ବସ୍ ଗୁଡିକରେ ପାଳନ ହେଉନି ସାମାଜିକ ଦୁରତା । ବିଡମ୍ବନା, ସବୁ ଜାଣି ଶୁଣି ଚୁପ ବସିଛି ପରିବହନ ବିଭାଗ, ପୁଲିସ ଓ ପ୍ରଶାସନ । ଜୟପୁର ଠାରୁ ହାଇଦ୍ରାବାଦ ଯାଉ ଥିବା ଏକ ଘରୋଇ ବସ ରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଆମ ପ୍ରତିନିଧୀ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here