ପୋଡ଼ଗଡ ଠାରେ ନିରାଡମ୍ବର ରେ ଶେଷ ହୋଇଛି ବିଜୟ ଦଶମୀ ପୂଜା

ନବରଙ୍ଗପୁର 26/10/20

ନବରଙ୍ଗପୁର ଜିଲ୍ଲା ଉମରକୋଟ  ବ୍ଲକ  ର ଐତିହାସିକ ପୋଡ଼ଗଡ ଠାରେ ନିରାଡମ୍ବର ରେ ଶେଷ ହୋଇଛି କୋଭିଡ କଟକଣା ଯୋଗୁଁ ଉତ୍ସବ କୁ ବନ୍ଦ କରାଯାଇ ସାଧାରଣ ଜନତା ଙ୍କୁ ବିଜୟ ଦଶମୀ ରେ ଆସିବାକୁ ବାରଣ କରାଯାଇଥିଲା ।

ସ୍ଵତନ୍ତ୍ର ଓ ନୀଆରା ଢଙ୍ଗରେ ପାଳନ କରାଯାଉଛି ଐତିହାସିକ ପୋଡ଼ାଗଡ କିମ୍ବଦନ୍ତୀ ରହିଛି ନଳ ବଂଶ ର ରାଜ୍ୟ ର ରାଜଧାନୀ ପୁଷ୍କରି ଥିଲା ଏହିଠାରେ ନଳ ବଂଶ ର ଇଷ୍ଟ ଦେବୀ ଗାଦିମାଁ ଙ୍କୁ ପୂଜା କରାଯାଏ ଅାଜି ତିନି ମୁଠା ର ତେୟାନବେ ମୌଜା ର ପାଲିଙ୍କି ଓ ଲାଠି ର ସମାବେଶ ହୋଇଥିଲା, ପୂଜା ଅର୍ଚ୍ଚନା ପରେ ସମସ୍ତେ ଅାଜି ବିଜୟ ଦଶମୀ ପୂଜା  ଶେଷ ହୋଇଛି, କୋଭିଡ କଟକଣା ଯୋଗୁଁ କେବଳ ପୂଜାରୀ, ଶିରା ଓ ଦିସାରୀ ଆସିବାକୁ ସୁଯୋଗ ଦିଆ ଯାଇଥିଲା ସାଧାରଣ ଜନତା ଙ୍କ ଦର୍ଶନ ବାରଣ କରାଯାଇଥିଲା।

ରିପୋର୍ଟ -ବିଭୁତି ପ୍ରସାଦ ପଣ୍ଡା (ନବରଙ୍ଗପୁର)

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here