ଶହୀଦଙ୍କ ଗୃହ ପରିଦର୍ଶନ ଓ ପରିବାର ବର୍ଗଙ୍କୁ କିଛିଟା ପ୍ରତିଶ୍ରୁତି :

ରାଜ୍ୟ ଅତିରିକ୍ତ ଡିଜି ଶ୍ରୀ ଲଲିତ ଦାସ , ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ ,  ରାଉରକେଲା ଏସପି କେ ଶିବା ସୁବ୍ରମଣି ମାଓବାଦୀଙ୍କ ଦଳକୁ ସଂପୂର୍ଣ୍ଣ ରୂପେ ପରିତ୍ୟାଗ କରିଥିବା ବନ୍ଧମୁଣ୍ଡା ନିବାସୀ କାନ୍ଦରୀ ଲୋହାର ଘରକୁ ଯାଇଥିଲେ । ରାଉରକେଲା ପୋଲିଶରେ ଯୋଗଦେଇ ହୋମଗାର୍ଡ କାର୍ଯ୍ୟରେ ଜଡିତ ଥିଲେ।ସେ କାର୍ଯ୍ୟ କରୁଥିବା ବେଳେ ମାଓବାଦୀମାନେ ତାଙ୍କୁ ୨୦୧୧ ମସିହାରେ ହତ୍ୟା କରିଥିଲେ । ପରିବାର ବର୍ଗଙ୍କୁ ଏକ ପଟ୍ଟ ଚିତ୍ର ଦିଆଯାଇଥିଲା ଏବଂ ଏହା ଥାନାରେ ମଧ୍ୟ ଗୋଟିଏ ରହିବ ଏବଂ ତାଙ୍କର ସମ୍ମାନ କରାଯିବ ବୋଲି ଜଣାପଡିଛି ।

ଏସପି ରାଉରକେଲା ତାଙ୍କ ଦଳ ସହିତ ପ୍ରତ୍ୟେକ ଶହୀଦଙ୍କ ଗୃହ ପରିଦର୍ଶନ କରିବେ ଏବଂ ପରିବାର ବର୍ଗଙ୍କ ସୁସ୍ଥତା ଏବଂ ଆବଶ୍ୟକତା ବିଷୟରେ ପରିବାର ସହ ଯୋଗାଯୋଗ କରିବେ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here