“ଫଗୁଣରେ ଫଗୁଣ” ନୂଆ ଓଡ଼ିଆ ମ୍ୟୁଜିକ୍ ଭିଡ଼ିଓ vtunes pro ୟୁଟ୍ୟୁବ ଚ୍ୟIନେଲରେ ଆଜି ମୁକ୍ତି ଲାଭ କରିଛି I

VIBES MUSIC ର ପ୍ରଡକ୍ସନ ରେ ଆଜି ଏକ ନୂଆ ମ୍ୟୁଜିକ୍ ଭିଡ଼ିଓ ମୁକ୍ତିଲାଭ କରିଛି। ଏଥିରେ ମୁଖ୍ୟ ଭୂମିକା ରେ ଅଛନ୍ତି ଶୁଭାଶିଷ ଓ ସୁମନ। ଏହା ଏକ ସଫ୍ଟ ସ୍ୟାଡ୍ ଗୀତ ଯାହା vtunes pro youtube ଚ୍ୟାନେଲ୍ ରେ ମୁକ୍ତି ଲାଭ କରିଛି। vtunes pro youtube ଚ୍ୟାନେଲ୍ ର ସୁମଧୁର ଏବଂ ଭିନ୍ନ ଧରଣର ମ୍ୟୁଜିକ୍ ଭିଡ଼ିଓ ବନ।ଇବାର ଟ୍ର।କ୍ ରେକର୍ଡ ରହିଛି । ଏହି ଭିଡ଼ିଓର ଶବ୍ଦ ଗୁଡିକ ଅତି ମନଛୁଆଁ ହୋଇଥିବାବେଳେ ଲୋକଙ୍କ ମନ ରେ ଏହା ଏକ ଅଲଗା ଛIପ ଛାଡିବ ବୋଲି ବିଶ୍ୱାସ । ତେବେ ଏହି ଗୀତ ଲେଖିଛନ୍ତି
ଅଭୟ କୁମାର ମହାନ୍ତି , ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶୁଭ୍ରଜିତ ମହାନ୍ତି , ଭିଡ଼ିଓ ନିର୍ଦେଶନା ଦେଇଛନ୍ତି ଆଶିଷ ଦଳାଇ, ଚିତ୍ର ଉତ୍ତୋଳଣ ରେ ଧୀରେନ ସାହୁ ଥିବାବେଳେ ଭିଡ଼ିଓ ସମ୍ପାଦନା କରିଛନ୍ତି ତୁଷାର ସିହ୍ନ। । ତେବେ ଏହାକୁ ଗାଇଛନ୍ତି ଗୌରବ ଆନନ୍ଦ।

Click below to watch

https://youtu.be/w01MNtl1bxQ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here