ଆଦିବାସୀ ସେବକଙ୍କୁ ତୁରନ୍ତ ଛାଡିବା ପାଇଁ ପ୍ରତିବାଦ

ଆଜି ଆଦିବାସୀ ପ୍ରଗତି ମଞ୍ଚ ପକ୍ଷରୁ ଏକ ଶୋଭାଯାତ୍ରାରେ ବିଭିନ୍ନ ଦାବିକୁ ନେଇ ଲିଖିତ ପ୍ଲା କାର୍ଡ ଧରି ସ୍ଥାନୀୟ ସୁବାଷ ଛକ ଠାରେ ସମସ୍ତେ ଏକତ୍ରିତ ହୋଇ କୋଭିଡ ୧୯ ନୀୟମକୁ ସଠିକ ଭାବେ ପାଳନ କରି ରାଷ୍ଟ୍ରପତି ଙ୍କ ଉଦେଶରେ ଦାବିପତ୍ର ଧରି ବିଭିନ୍ନ ସ୍ଲୋଗାନ ଦେଇଥିଲେ ସେମାନଙ୍କ ଦାବି ଥିଲା କି ଗତ କିଛି ଦିନ ତଳେ ଅଦିବାସୀଙ୍କ ରହିବା  ଖାଇବା ସେମାନଙ୍କ ଦୁଃଖରେ ସୁଖରେ ସାଥିହୋଇ ରହି ବିଭିନ୍ନ ସମସ୍ୟା ସମାଧାନ କରି ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକାରୀ କରିବା ସହ ନିଜେ ସ୍ୱାବଲମ୍ବୀ ହେବା ପାଇଁ ପ୍ରେରଣା ଦେଇଆସୁ ଥିବା ଫାଦର ଷ୍ଟେନ ସ୍ୱାମୀ ଙ୍କୁ ତାଙ୍କ ରାଞ୍ଚି ବାସ ଭବନରୁ  ଏନ୍ ଆଇ ଏ ଉଠାଇ ନେଇ ଅଟକ ରଖିଥିବା ପ୍ରତିବାଦରେ ଆଜି ଆଦିବସୀ ପ୍ରଗତି ମଞ୍ଚର ସଭାପତି ସୁଶୀଲ କୁମାର ଲାକ୍ରାଙ୍କ ନେତୃତ୍ୱରେ ଶୋଭା ଯାତ୍ରାରେ ସ୍ଥାନୀୟ ତହସିଲଦାର ମିନା କୁମାରୀ ନାୟକଙ୍କୁ  ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ଏକ ଦାବି ପତ୍ର ଦେଇଥିଲେ । ଜଲଦି ଆମ ଆଦିବାସୀ ସେବକ ଫାଦର ଷ୍ଟେନ ସ୍ୱାମୀଙ୍କୁ ନ ଛାଡ଼ନ୍ତି  ତେବେ ଏହି ଆନ୍ଦୋଳନ ସାରା ଭାରତରେ କରିବା ପାଇଁ ଚେତାବନୀ ଦେଇଛନ୍ତି। ଏହି ପ୍ରତିବାଦ ରେ ସ୍ଥାନୀୟ ଆଦିବାସୀ ଙ୍କ ମଧ୍ୟରେ ସଙ୍ଗୀତା ବାର୍ଲା , ଅଶୋକ ମିଞ୍ଜ , ଅଭିନ ବାରା , ହେମାମନୀ ମିଞ୍ଜ , ପ୍ରଫୁଲ ଟପ୍ପୋ , ଅଗସ୍ତିନ ଏକ୍କା ବିବେକ ଟପ୍ପୋ  ପ୍ରମୁଖ ଯୋଗଦେଇ ଥିଲେ  ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here