ଶୀତରେ ତହୁଁ ଅଧିକ ,କରୋନା ହେବ କଷ୍ଟ ଦାୟକ ତେଣୁ ସାବଧାନ :

କଟକଣା କୋହଳ ହେଲେ ମଧ୍ୟ ପାର୍ବଣ ଓ ଶୀତଋତୁକୁ ଆଖି ଆଗରେ ରଖି ସତର୍କ ରହିବାକୁ ପଡ଼ିବ । ମାସ୍କ ପିନ୍ଧିବା, ଶାମାଜୀକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ମଙ୍ଗଳା କିଷାନ ଙ୍କର ନେତୃତ୍ୱରେ “ଜନସଚେତନତା ଅଭିଯାନ” ରାଜଗାଙ୍ଗପୁର ପୌରପାଳିକା ୱାର୍ଡ ନମ୍ବର ୧୬ ମଧୁସୂଦନ କଲୋନୀ ରେ । କରୋନା କଷ୍ଟ ଦାୟକ , ଶୀତରେ ତହୁଁ ଅଧିକ ପ୍ରଭାବ ପଡିବ ବୋଲି ଜଣାପଡିଛି । ଏହି ମାରାତ୍ମକ ସଂକ୍ରାମକ ମହାମାରୀ ଥଣ୍ଡା ବଢିବା ସହ ତାର ପ୍ରଭାବ ମଧ୍ୟ ବଢିବ । ତେଣୁ ଜନମଞ୍ଚଙ୍କୁ ମାକ୍ସ ପ୍ରଦାନ କରିବା ସହ କୋଭିଡ ନୀୟମକୁ ସଞ୍ଜମତା ସହିତ କଡାକଡି ଭାବେ ପାଳନ କରିବାକୁ ସହଯୋଗୀଙ୍କ ସହିତ ରାଜଗାଙ୍ଗପୁରର ପୂର୍ବତନ ବିଧାୟକ ତଥା ରାଜ୍ୟ ଉପସଭାପତି ଶ୍ରୀ ମଙ୍ଗଳା କିଷାନ ପୈ।ରାଞ୍ଚଳର ୧୬ ନଂ ଓ୍ବାର୍ଡରେ ସଚେତନତା ବାର୍ତ୍ତା ପ୍ରେରଣ କରିଥିବା ପରିଲକ୍ଷିତ ହୋଇଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here