ପୁରୀ କାକଟପୁର ଏକ୍ସ ସାଇଜ୍ ଦ୍ୱାରା ଦୁଇ ଚୋରା ମଦ ବେପାରୀ ଗିରଫ୍ ।

ଆଜି ପୁରୀ କାକଟପୁର ଅବକାରୀ ବିଭାଗ ପକ୍ଷରୁ ଦୁଇଟି ଯାଗାରେ ଚଢାଉ କରାଯିବା ସହିତ ଷ୍ଟ୍ରିଟ୍ ରୋଡ୍ କାକଟପୁରର ଜଗନ୍ନାଥ ମହାନ୍ତିଙ୍କ ପୁଅ ବିପିନ୍ ମହାନ୍ତି (୫୩)ଙ୍କ ଠାରୁ ୬ ଲିଟର ଆସ୍କା ଫଟି ଏବଂ ସେଡେଂଗା ପାଟପୁରର ପିତାମ୍ବର ମହାନ୍ତିଙ୍କ ପୁଅ ଦୀପକ କୁମାର ମହାନ୍ତି (୩୭)ଙ୍କ ଠାରୁ ୩୯.୬ ଲିଟର ଏଫେଏଲ୍ କଣ୍ଟେନେଡର ପାଞ୍ଚ ପେଟି ବିଭିନ୍ନ କିସମର ମଦ ଏକ ମୋଟର କର ମଧ୍ୟରୁ ଜବତ କରିବା ସହିତ ଦୁଇଜଣ ଜାଙ୍କ ଅଭିଯୁକ୍ତଙ୍କୁ (୧)-କାକଟପୁର ଥାନା କେସ୍-ନଂ-୧୯୫/୨୦୨୦ ଅଣ୍ଡର ସେକସନ୍ ୫୪ (ଏ) ଏବଂ (୨)- କେସ୍ -ନଂ-୧୯୬/୨୦୨୦ ଅଣ୍ଡର ସେକସନ୍ ୫୨(ଏ) ଓଡିଶା ଅବକାରୀ ବିଭାଗ ଆଇନ୍ ଅନୁଯାୟୀ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା କାକଟପୁର ଅବକାରୀ ଅଧିକାରୀ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ପୁରୀରୁ ଆମ ଚିଫ୍ ବ୍ୟୁରୋଙ୍କ ରିପୋର୍ଟ, ସତ୍ୟମ ନିଉଜ୍  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here