ଜନଶକ୍ତି ପାର୍ଟି ପକ୍ଷରୁ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଅବଦୁଲ କଲାମଙ୍କ ଜନ୍ମ ଜୟନ୍ତୀ ପାଳନ ।

ଗତକାଲି କେନ୍ଦ୍ରାପଡା ମେଡିକାଲ୍ ଛକ ନିକଟରେ ଥିବା ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଅବଦୁଲ କଲାମଙ୍କ ଜନ୍ମଜୟନ୍ତି ଜନଶକ୍ତି ପାର୍ଟି ତରଫରୁ ରାଜ୍ୟ ସଭାପତି ଏବଂ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାଶଙ୍କ ନେତୃତ୍ୱରେ ସ୍ୱର୍ଗତ କାଲାମଙ୍କ ପ୍ରର୍ତ୍ତି ମୂର୍ତ୍ତୀରେ ପୁଷ୍ପମାଲ୍ୟ  ଅର୍ପଣ କରାଯାଇ ପାଳନ କରାଯାଇ ଅଛି । ଅନ୍ୟ ମାନଙ୍କ ମଧ୍ୟରେ ଶ୍ରମିକ ନେତା ରମେଶ ଥାଟୋଇଙ୍କ ସମେତ ସାନ୍ତନୁ ନାୟକ, ବିବେକ ନାୟକ, ଗୋପାଳ ମହାପାତ୍ର,ନିରଞନ ମେକାପ, ପ୍ରଭାତ ବେହେରା, କୁନି ଦାସ, ଦିଲ୍ଲୀପ ଜେନା ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ କାଲାମଙ୍କ ପ୍ରର୍ତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିବ ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here