ଯାଜପୁର ଜିଲ୍ଲା ଅନ୍ତର୍ଗତ ଚଣ୍ଡୀଖୋଲ ଛକରେ ପରିବା ବ୍ୟବସାୟୀ ଙ୍କ ଅବସ୍ଥା

ସାମାନ୍ୟ ବର୍ଷାରେ ଚଣ୍ଡିଖୋଲ ପରିବା ମାର୍କେଟର ସ୍ଥିତି ହୁଏ ଏମିତି ବେହାଲ ! ଫୁଟପାଥ ଉପରେ ବସି ଏଭଳି ଦୟନୀୟ ଅବସ୍ଥାରେ କ୍ଷୁଦ୍ର ବ୍ୟବସାୟୀ ମାନେ ବେପାର କରୁଥିବା ସ୍ଥଳେ ପଞ୍ଚାୟତ ପକ୍ଷରୁ ମଧ୍ଯ ସେମାନଙ୍କ ଠାରୁ ପ୍ରତ୍ୟହ ଅସୁଲ ହେଉଛି ଟିକସ ! ହେଲେ ସେମାନଙ୍କୁ ସ୍ଥାୟୀ ଭାବେ ଥଇଥାନ କରିବା ପାଇଁ ନିଆ ଯାଉନି କୌଣସି ପଦକ୍ଷେପ !

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here