୬ମାସ ହେବ ରାସନ ସାମଗ୍ରୀ ମିଳୁନଥିଵା ଅଭିଯୋଗ

ସାରା ରାଜ୍ୟରେ ଲକ୍ ଡାଉନ୍ ସଟଡାଉନ୍ ଚାଲିଥିବା ବେଳେ କରୋନା ମହାମାରୀ ସମୟରେ ଗରିବ ଙ୍କୁ ମାଗଣା ରେ କେନ୍ଦ୍ର ସରକାର ରାସନ ସାମଗ୍ରୀ ଯୋଗାଇ ଦେଉଛନ୍ତି । ଗରିବ ଙ୍କ ଚାଉଳ କୁ ଏଠି ସବୁ ମିଳି ମିଶି ଗରିବ ହକ ଲୁଟୁଛନ୍ତି । ରାଜନେତା ଓ ପ୍ରଶାସନିକ ଙ୍କ ଛତ୍ରଛାୟା ତଳେ ଡିଲର ରହି ଲୁଟି ନେଇଥିବା ଅଭିଯୋଗ ଆସିଛି।ଆମେ କହଛୁ ଜଳସମ୍ପଦ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ରେ ଦଳିତ ପରିବାର ୬ମାସ ହେଲାଣି ରାସନ ଖାଉଟି ସାମଗ୍ରୀ ରୁ ବଞ୍ଚିତ ରହିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାରର ସହାୟତା ଦଳିତ ପରିବାର ଙ୍କ ପାଇଁ ଯୋଗାଇ ଦେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କାର୍ଯ୍ୟକାରୀ ହେଉନଥିବା ଦେଖିବାକୁ ମିଳିଛି। ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ସଂଗ୍ରାମପୁର ପଞ୍ଚାୟତର ଵୁଦ୍ଧିସାହି ଗ୍ରାମ ର ୨ଟି ଓ୍ଵ।ଡ଼ ୧୩ ଓ ୧୪ ନମ୍ଵର ଓ୍ଵ।ଡ଼ ର ଲୋକମାନେ ଙ୍କୁ ଦୀର୍ଘ ୬ମାସ ଧରି ଖାଉଟି ସାମଗ୍ରୀ ମିଳୁନଥିବା ଅଭିଯୋଗ ହୋଇଛି। ତାଙ୍କ କହିବା ମୁତାବକ ଡିଲର ଭାରତୀ କାଣ୍ଡି ଙ୍କ ଠାରୁ ଜୁଲାଇ ମାସ ଠାରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ୨ମାସର ଚାଉଳ, ଗହମ ଓ କିରୋସିନ ଆଣିଛୁ। ରିଲିଫ ଚାଉଳ,ଗହମ, ଵୁଟଡାଲି, କିରୋସିନ ପାଇନଥିବା ରୁ ଆମେ ଶୁଣି ଵାକୁ ପାଇଲୁ ଯେ ଡିଲର ସସ୍ସପେଣ୍ଟ ହେଇଛି ବୋଲି ଆମେ ଜାଣି ପାରିଲୁ। ଏପର୍ଯ୍ୟନ୍ତ କୌଣସି ରାସନ ସାମଗ୍ରୀ ଯୋଗାଇ ଦିଆନଯିବ ନା ସାମଗ୍ରୀ କୁ ହଡ଼ପ କରିଥିବା ଅଭିଯୋଗ କରିଛନ୍ତି । ରାସନ କାର୍ଡ ଧାରୀ ନଂ ୧୨୦୧୨୬୨୧୧୮୧-ରଚନା ଭୋଇ,କାଞ୍ଚନ ଭୋଇ କାର୍ଡ ନଂ-୧୨୦୧୨୬୨୧୧୪୫, ସେହି ପରି କାର୍ଡ ଧାରୀ କହିଛନ୍ତି ଯେ ବ୍ଲକ ଵିଡିଓ ଏବଂ ଏମ୍ ଆଇ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୋୖଣସି ସୁଫଳ ମିଳିନଥିବା ୧୩ନଂ ଓ୍ଵ।ଡ଼ ର ଓ୍ଵ। ଡ଼ ମେମ୍ବର ମମତା ଭୋଇ କହିଛନ୍ତି ୨ଟି ଓ୍ଵ।ଡ଼ ପାଇଁ ୬ମାସ ଧରି ଆସିଥିଲେ ମଧ୍ୟ ଗରିବ ଲୋକଙ୍କ ରାସନ ସାମଗ୍ରୀ ପାଇନଥିବା ବେଳେ ଵିଡିଓ ଏବଂ ଏମ୍ ଆଇ ୬ମାସ ପର୍ଯ୍ୟନ୍ତ କଣ କରୁଥିଲେ। କଣ ରାଜନେତା ଙ୍କ ଛତ୍ରଛାୟା ତଳେ ରାସନ ସାମଗ୍ରୀ କୁ ଚାପି ଦିଆଯାଇଛି। ଅଭିଯୋଗ କରିଥିଲେ ‌ ମଧ୍ୟ ଏପର୍ଯ୍ୟନ୍ତ ତଦନ୍ତ କରାନଯିବ ପଛ ର ରହସ୍ୟ କଣ‌ ଥାଇପାରେ ରାସନ ସାମଗ୍ରୀ କୁ କିଏ ଖାଉଛି ତାହା ବାକି ରହିଲା କେବେ କେଉଁ ଦିନ ଵିଡିଓ ତଦନ୍ତ କରିଵା ସହିତ ଦଳିତ ପରିବାର ଙ୍କୁ କେବେ ନ୍ୟାୟ ‌ମିଳୁଛି ଦେଖିବାକୁ ‌ଵାକି ରହିଲା‌ ? ପ୍ରଥମ ବାଇଟ୍-ମମତା ଭୋଇ,କଣ କହୁଛନ୍ତି ।୨- ନଂ ଵାଇଟ୍- କାଞ୍ଚନ ଭୋଇ କଣ କହିଛନ୍ତି ।ତୃତୀୟ ନଂ ବାଇଟ୍ -ଅଜୟ କାଣ୍ଡି କଣ କହୁଛନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here