ନୟାଗଡ଼ ଜିଲ୍ଲାରେ ଯୁବ ସଭାପତି ଭାବେ ଦିଲୀପ କୁମାର ସାହୁ ପୁନର୍ବାର ନିର୍ବାଚିତ

16:30, 11/10/2020 : ନୟାଗଡ ଜିଲା ଭାପୁର ବ୍ଲକର  ସ୍ଥାନୀୟ ଗ୍ରାମବାସୀ ,ବିଜୁ ଜନତା ଦଳର ପଦପଦବୀରେ ଥିବା କର୍ମି,ପ୍ରାୟ ସମସ୍ତ ଓ୍ଵାଡ ସଭ୍ଯ, ସଭ୍ଯା ପୂନର୍ବାର ନବ ନିର୍ବାଚିତ ଜୁବ ସଭାପତି ଦିଲିପ କୁମାର ସାହୁକୁଂ ଶୁଭେଚ୍ଛା ଜଣାଈଥିଲେ,ବିଭିନ୍ନ ଉନ୍ନୟନ ମୂଳକ  କାର୍ଯ୍ୟକ୍ରମ ଗୁଡିକୁ  କିପରି କରାଯାଇ ପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା, ସେଠାରେ ସନ୍ମାନୀୟ ଅତିଥି ଭାବରେ ଶୀରାମ ଟ୍ରଷ୍ଟ  ତରଫରୁ  ଜୁବନେତା ଦେବୀପ୍ରସାଦ ମିଶ୍ର ପହଁଞ୍ଚି ଗ୍ରାମବାସୀ ଓ ପ୍ରତ୍ୟକ ପଞ୍ଚାୟତ ର ଜୁବକ ପିଲାମାନେ କହିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଗୁଡିକୁ କିପରି ଆବଶ୍ଯକତା ଅନୁସାେର ତୁଲା ଜାଇ ଗ୍ରାମାନ୍ଚଳରେ ଦଳ ଭିତରେ ନେତା ଓ କର୍ମୀ ମାନକଂ ଭିତରେ  ଚାଲିଥିବା ଅକୁହା ଛୋଟମୋଟ  ମନୋମାଳିନ ଭବିଷ୍ଯତ ରେ  ଦଳକୁ ଖ୍ୟତି ପହୁଞ୍ଚାଇବା  ପରେ଼,ଏସବୁ ସମଷ୍ୟା ଗୁଡିକୁ କିପରି ସମାଧାନ କରାଇ ଦଳକୁ  ଅଧିକ ରୁ ଅଧିକ କିପରି  ମଜଭୂତ କରାୟାଇ ପାରିବ ସେ ନେଇ ଟିକେ ନିଜେ ଯତ୍ନବାନ ହେବାସହ ମାନ୍ୟବର ବିଧାୟକ ଓ ବ୍ଲକ ଉପାଧ୍ୟକ୍ଷ କଂ ନଜର କୁ ନେବାପାଇଁ ଅନୁ6ରାଧ କରିଥିେଲ I

ପରେପରେ ଖୋର୍ଧା ଜିଲାର ପଦପଦବୀରେ ଥିବା ବିଜୁଜନତା ଦଳର ଦଳୀୟ କର୍ମୀ ତଥା ଶ୍ରୀରାମ ଟ୍ରଷ୍ଟ ର ସଦସ୍ଯ ମାନେ  ଜୁବ ସଭାପତି କୁଂ ଶୁଭେଚ୍ଛା ଜଣାଇବା ସହ ସ୍ଵାଗତ କରିଥିଲେ I ବରିଷ୍ଠ କର୍ମୀ ଓ ନିର୍ବାଚିତ ସଭ୍ଯ,ସଭ୍ୟା ମIନେ ପୂନର୍ବାର ନବ ନିର୍ବାଚିତ  ଜୁବ ସଭାପତି ଓ ନୂତନ ଜୁବ ସଗଂଠକ କୁଂ ଶୁଭେଚ୍ଛା ସହ ସ୍ବାଗତ କରିଛନ୍ତି I

ପୁରୀରୁ ଆମ ପ୍ରତିନିଧି ଜୟକ୍ରିଷ୍ଣI  ଦାସ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here