ସହୀଦ ବାଜି ରାଉତଙ୍କ ଜୀବନୀ ସଙ୍ଗୀତର ଏକ ସିଡି ଢେଙ୍କାନାଳ ମାନ୍ୟବର ସାଂସଦ ଶ୍ରୀ ମହେଶ ସାହୁଙ୍କ ଦ୍ୱାରା ଉନ୍ମୋଚନ

 ଢେଙ୍କାନାଳ: ତା. ୧୧/୧୦/୨୦ରିଖ: ସହୀଦ ବାଜି ରାଉତଙ୍କ ସହୀଦ ଦିବସରେ ବାଜି ରାଉତଙ୍କର ଏକ ଜୀବନୀ ସଙ୍ଗୀତ ସିଡି ଢେଙ୍କାନାଳ ମାନ୍ୟବର ସାଂସଦ ଶ୍ରୀ ମହେଶ ସାହୁଙ୍କ ଦ୍ୱାରା ଓ ଢେଙ୍କାନାଳ ବିକାଶ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ରାଜ ନାରାୟଣ ତ୍ରିପାଠୀଙ୍କ ସହଯୋଗରେ ଉନ୍ମୋଚନ ହୋଇଛି l ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ କ୍ରାନ୍ତିର ସଭାପତି ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ଦିପ୍ତୀଶ ପ୍ରସାଦ ପଟ୍ଟନାୟକ ଢେଙ୍କାନାଳ ସଚେତନ ନାଗରିକ ଫୋରମର ଉପ-ସଭାପତି ପଙ୍କଜ ନାୟକ, ସମ୍ପାଦକ ଭରତ ଦାସ, ସହ-ସମ୍ପାଦକ ତଥା ଆଇନଜୀବୀ ଗୁପ୍ତେଶ୍ୱର ମିଶ୍ର, ଡ଼ା.ଦେବୀପ୍ରସାଦ ମିଶ୍ର,ଇଂ ସୌମ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ୩ଟି ସଂଗଠନର କର୍ମକର୍ତ୍ତା ମାନେ ଗୋବିନ୍ଦପୁର କଳିଙ୍ଗ ସୁତା କଳ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ଦାବିପତ୍ର ସମ୍ବନ୍ଧରେ ସାଂସଦ ଶ୍ରୀ ସାହୁଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିଥିଲେ l

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here