ସୁସ୍ଥ ସମାଜ ଗଠନ ପାଇଁ ଭଲିବଲ ପ୍ରତିଯୋଗିତ।

ରାଜଗାଙ୍ଗପୁର ପୌରପରିଷଦର ୱାର୍ଡ ନମ୍ବର ୫ ରେ ଯୁବକ ମାନଙ୍କ ଦ୍ୱାରା ଏହି ଖେଳର ଆୟୋଜନ କରାଗଲା । କରୋନା ମହାମାରୀ ସମୟରେ ନିଜର ସ୍ୱାସ୍ଥ୍ୟ ଭଲ ରହିବା ସହ ସୁସ୍ଥ ସମାଜ ଗଠନ ରେ ଏହା ସହାୟକ ହୋଇପାରିବ ବୋଲି ଆମର ମତ । କରୋନା ସଚେତନତା ଅଭିଯାନ ସହିତ ଯୁବକ ବନ୍ଧୁ ମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରୁଛି ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here