ସହଯୋଗ ର ହାତ ବାଢ଼ଇଲେ ଯୁବ ସଂଗଠନ

ବିଶ୍ଵର ସର୍ବକନିଷ୍ଠ ସହିଦ ବୀର ବାଜି ରାଉତ ଙ୍କ ଜନ୍ମ ଜୟନ୍ତୀ ଅବସରରେ ଆଜି କାମାକ୍ଷାନଗର ର ଟାଉନ୍ କ୍ଲବ ର  ସଦସ୍ୟ – ପ୍ରିୟବ୍ରତ ପଣ୍ଡା ଓ ପ୍ରଶାନ୍ତ ନାୟକ, ପ୍ରଶାନ୍ତ ବେହେରା  ଦେବାଶିଷ ସାହୁ , ଆଦିତ ବିଶ୍ଵାଳ , ରାଜେଶ୍ ବେହେରା କାଳିଆ ମହାଳିକ  ଯାଇ ପର୍ଜଙ୍ଗ ବ୍ଲକ ର ରଙ୍ଗଥଲି ଗ୍ରାମର ବସନ୍ତ ପ୍ରଧାନ ଙ୍କ ଘରେ ପହଞ୍ଚି  ତାଙ୍କ ଅସହାୟ ଅବସ୍ଥାକୁ ଦେଖି ଆମେ ବହୁତ୍ ଦୁଃଖିତ ହୋଇ ଭାଙ୍ଗି ପଡିଥିଲୁ , ତାଙ୍କ ବାପା କ୍ୟାନ୍ସର ରୋଗରେ ମୃତ୍ୟୁ ବରଣ କରିଛନ୍ତି ,ତାଙ୍କ ବଡ ଭାଇ ନିଜ ଦୃଷ୍ଟି ଶକ୍ତି ହରାଇ ବସିଛନ୍ତି ଏବଂ  ମା ମଧ୍ୟ  ଦୃଷ୍ଟି ଶକ୍ତି ହରାଇ ବସିଛନ୍ତି,    ତାଙ୍କ ଘର ର ଏକ ମାତ୍ର ରୋଜଗାର କରୁଥିଲେ ବସନ୍ତ ଯିଏ କି ଅବେ ନ ମାସ ହେଲା ଅସୁସ୍ଥ ରେ ଅଛନ୍ତି ତାଙ୍କ ଘର ଚଳେଇବା ବହୁତ୍ କଷ୍ଟ ହୋଇଯାଇଛି , ଅସହାୟ କୁ ଆମେ ସମ୍ପୂର୍ଣ୍ଣ ଭାବେ ସହାୟ କରିପାରିଲୁଣି କିନ୍ତୁ ଆମ ସକ୍ଷମ ଅନୁସାରେ କିଛି ଖାଦ୍ୟ ସାମଗ୍ରୀ ଓ ବସ୍ତ୍ର   ତାଙ୍କ ପାଖରେ ନେଇ ପହଞ୍ଚାଇଥିଲେ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here