କର୍ମଚାରୀଙ୍କୁ କରୋନା ପଜିଟିଭ ଚିହ୍ନଟ ପରେ ତହସିଲ ୨ ଦିନ ବନ୍ଦ

ଡାବୁଗାଁ: ନବରଙ୍ଗପୁର ଜିଲା ଡାବୁଗାଁ ତହସିଲ କାର୍ଯ୍ୟ|ଳୟର  ୧ ଜଣ କର୍ମଚାରୀ ସୋମବାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । କର୍ମଚାରୀ ଜଣଙ୍କ ନିଜ  ଘରେ  ସଙ୍ଗରୋଧ ରେ ରହି ଚିକିତ୍ସିତ ହେଉଥିବା ସୂଚନା ମିଳିଛି  । ସୋମବାର ଠାରୁ ମଙ୍ଗଳବାର ଦୁଇଦିନ ପର୍ଯ୍ୟନ୍ତ ଅର୍ଥାତ ୪୮ ଘଣ୍ଟା ପାଇଁ ତହସିଲ କାର୍ଯ୍ୟାଳୟ  ବନ୍ଦ ରଖିବାକୁ ତହସିଲଦାର ଡା॰ ଉମେଶ କୁମାର ପୂଜାରୀ ଆଜି ନୋଟିସ ଜାରି କରିଛନ୍ତି । ବୁଧବାର ତହସିଲ କାର୍ଯ୍ୟ|ଳୟ ଖୋଲିବ ବୋଲି ସୂଚନା ମିଳିଛି | ଯାହାବି ହେଉ ଆଗାମୀ ଦିନରେ ଡାବୁଗାଁ ବାସୀ ମୁହଁରେ ମାସ୍କ ଓ ସାମାଜିକ ଦୂରତା ଅବଲମ୍ବନ କରିବା ସହ ଆହୁରି ସତର୍କ ରହିବାକୁ ପଡିବ |                                                                                                                                       

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ, Odisha1

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here