ପୈ।ରପାଳିକା ତରଫରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ରେ ଆଜି ୧୫୧ତମ ମହାତ୍ମା ଗାନ୍ଧୀଙ୍କର ପୂଣ୍ୟ ଜନ୍ମ ତିଥି ତଥା ଶାସ୍ତ୍ରୀଜୀଙ୍କର ପୁଣ୍ୟ ଜନ୍ମ ତିଥି ଉପଲକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଆଭାସ ଯୋଜନାର ଫ୍ରିଡମ ଫିଟ ରନର ରାଜଗାଙ୍ଗପୁର ପୌରପାଳିକା କାର୍ଯ୍ୟାଳୟ ତରଫରୁ ଏକ ଫିଟ ଇଣ୍ଡିଆ ରାଲି ରେ  ପୌରପାଳିକା କାର୍ଯ୍ୟଳାୟ ତରଫରୁ ସମସ୍ତ କର୍ମଚାରୀ ମାନେ ରାଲି ରେ ଯୋଗଦେଇଥିଲେ। ଏହି ଫିଟ ଇଣ୍ଡିଆ ର ଉଦେଶ୍ୟ ସମସ୍ତେ ସୁସ୍ଥ ସବଳ ରହିବେ ଏବଂ ସମସଙ୍କୁ ସୁସ୍ଥ ରଖିବା ପାଇଁ ସ୍ଥାନୀୟ ଫୁଟବଲ ଗ୍ରାଉଣ୍ଡ ରେ ଏକ ମିନି ମାରଥନର ଆୟୋଜନ କରାଯାଇଥିଲା। ସମସ୍ତେ କିଭଳି ଭାବରେ ନିଜକୁ ଫିଟ ରଖିବେ,ତାହା ସଂକଳ୍ପ କରି ଆଜି ଦିନରେ ସମସ୍ତେ ସପଥ ନେଇଥିଲେ। ରାଜଗାଙ୍ଗପୁର କର୍ମଚାରୀ ମାନେ ହେଲେ ପିୟୁସ ଲୋହର (ଇ ଓ), ରାଜେନ୍ଦ୍ର ଜେନା (ଏମ୍ ଇ), କାମଦେବ ମତଗଜ ସିଂ,ହାଜମ ତୁଡା, ବିଜୟ କୁମାର ସାମଲ, ଜ୍ୟୋତି ରୁପା ଯାଦବ, ପୁନିମା ପଟେଲ, ପୂର୍ଣ୍ଣଚନ୍ଦ୍ର ଢିଲା, କେ.ସି ମହାରଣା, ରଘୁନାଥ ସେଠି, ଦେବକାନ୍ତ ଦାସ, ଏବଂ ଅଶୋକ ଆଚାର୍ଯ୍ୟ ଏହି ମାନେ ଲୋକଙ୍କୁ ସତର୍କ କରାଉଥିଲେ କିପରି ଲୋକମାନେ ନିଜକୁ ଫିଟ ରଖିବେ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here